Before Header

ଅଭୟ ପାଠକଙ୍କୁ ଇଡିର ଜେରା

0 23

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୂର୍ବତନ ଆଇଏଫଏସ ଅଭୟ ପାଠକଙ୍କ ଇଡିର ଜେରା । ଅଭୟ ପାଠକଙ୍କ ଆକାଉଣ୍ଟରୁ ପୁଅ ଆକାଶ ପାଠକଙ୍କ ଆକାଉଣ୍ଟ କୁ ଯାଇଥିଲା ୮ କୋଟି ଟଙ୍କା। ଏତେ ଟଙ୍କା କେଉଁଠୁ ଆଣିଲେ ସେନେଇ ପ୍ରବର୍ତ୍ତନ ନିର୍ଦେଶାଳୟ କରୁଛି ଜେରା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭୟ ପାଠକ ହୋଇଥିଲେ ଗିରଫ ।

ଓଡ଼ିଶା ଭିଜିଲାନ୍ସ କରିଥିଲା ଗିରଫ । ଜାମିନରେ ଥିଲେ ଉଭୟ ଅଭୟ ଓ ଆକାଶ ପାଠକ । ପୂର୍ବରୁ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଝିଅଙ୍କୁ ମଧ୍ୟ ହୋଇଥିଲା ସମନ । କାର୍ଯ୍ୟ ବ୍ୟସ୍ତତା ଦେଖାଇ ସମୟ ମାଗିଥିଲେ ପ୍ରଦୀପ ଓ ତାଙ୍କ ଝିଅ । ଦ୍ବିତୀୟ ଥର ପାଇଁ ପ୍ରଦୀପ ପାଣିଗ୍ରାହୀ ଙ୍କୁ କରାଯାଇଛି ସମନ ।

Leave A Reply

Your email address will not be published.