IMG-20210421-WA0021

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): କରୋନା ସ୍ଥିତି ନେଇ ଡିଏମଇଟି ସିବିକେ ମହାନ୍ତିଙ୍କ ସୂଚନା। ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ। କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାକୁ ସ୍ୱତନ୍ତ୍ର ଫୋକସ୍। ସଂକ୍ରମଣ ହାର ଓ ଅନ୍ୟ ତଥ୍ୟକୁ ସମୀକ୍ଷା କରି ଅନଲକ ନିଷ୍ପତ୍ତି ନିଆଯିବ। ନିଟ୍ ପାଇଁ କେନ୍ଦ୍ର ଯାହା ଗାଇଡଲାଇନ୍ ଦେବ ସେହି ଅନୁସାରେ ପରୀକ୍ଷା ହେବ।

Leave a Reply

Your email address will not be published. Required fields are marked *