Before Header

ଚତୁର୍ଥ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ-ଏଲ୧

0 46

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଚତୁର୍ଥ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ-ଏଲ୧ । ପୃଥିବୀ ଚାରିପଟେ ଚତୁର୍ଥ କକ୍ଷପଥ ପୁରା କରି ପଂଚମ କକ୍ଷପଥରେ ପ୍ରବେଶ କରିଛି ସାଟେଲାଇଟ ଆଦିତ୍ୟ-ଏଲ୧ । ୧୯ ତାରିଖରେ ପଂଚମ କକ୍ଷପଥ ପରିବର୍ତ୍ତନ କରିବ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଇସ୍ରୋ । ଏବେ ପଞ୍ଚମ କକ୍ଷପଥରେ ଘୁରି ବୁଲୁଛି ଆଦିତ୍ୟ ଏଲ୍-୧ । ଏବେ ପୃଥିବୀଠାରୁ ସବୁଠୁ କମ୍ ୨୫୬ କିଲୋମିଟର ଓ ସବୁଠୁ ଅଧିକ ୧ ଲକ୍ଷ ୨୧ ହଜାର ୯୭୩ କିଲୋମିଟର ଦୂରରେ ବୁଲୁଛି ଆଦିତ୍ୟ ଏଲ୍-୧ ।

Leave A Reply

Your email address will not be published.