Masthead

ଜେଇଇ ମେନ ପରେ ଏବେ ନିଟ ପରୀକ୍ଷାରେ ବ୍ୟାପକ ଦୁର୍ନୀତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ଶିକ୍ଷାକୁ ନେଇ ଦୁର୍ନୀତି ଘଟଣା ବାରମ୍ବାର ସାମ୍ନାକୁ ଆସିଥାଏ । ହେଲେ ନିଟ ଭଳି ଉଚ୍ଚସ୍ତରୀୟ ପରୀକ୍ଷାରେ ମଧ୍ୟ ବ୍ୟାପକ ଦୁର୍ନୀତି ଘଟିବା କଥା ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଅଭିଭାବକଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ସେମାନଙ୍କ ପିଲାମାନଙ୍କୁ ଭଲ ର୍ୟାଙ୍କ ଦେବା ପାଇଁ ଦେଶରେ ର୍ୟାକେଟ କାମ କରୁଛନ୍ତି । ତେବେ ପିଲାଙ୍କ ପିଛା ଏସବୁ ର୍ୟାକେଟ ୫୦ ଲକ୍ଷରୁ ଅଧିକ ଟଙ୍କା ନେଉଥିବାର ସୂଚନା ମିଳିଛି । ମହାରାଷ୍ଟ୍ରର ନାଗୌର ଅଞ୍ଚଳରେ ଥିବା ଆରକେ ଏଜୁକେଶନ କ୍ୟାରିୟର ଗାଇଡିଆନ୍ସ ନାମକ ଏକ କୋଚିଂ ସେଣ୍ଟରରୁ ଏପ୍ରକାର ଜାଲିଆତି ହୋଉଥିବାର କଥା ସାମ୍ନାକୁ ଆସିଛି ।

କେବଳ ଏତିକି ନୁହେଁ ବରଂ ୨୦୨୧ ସେପ୍ଟେମ୍ବର ୧୨ରେ ଅନୁଷ୍ଠିତ ନିଟ ୟୁଜି ପରୀକ୍ଷାରେ ଏମାନେ କିଛି ପ୍ରକୃତ ମେଡିକାଲ ଆଶାୟୀଙ୍କ ବଦଳରେ ନକଲି ଛାତ୍ରଛାତ୍ରୀଙ୍କୁ ବସାଇଥିବା ଜଣାପଡିଛି । ଏହି ଛାତ୍ରମାନେ ସାଧାରଣତଃ ପଇସା ପାଇଁ ଏପରି କରିଥାନ୍ତି । ହେଲେ ଏହାର ଲାଭ ଧୋନୀ ଶ୍ରେଣୀୟ ବ୍ୟକ୍ତିମାନେ ଉଠାଉଥିବାର ଦେଖିବାକୁ ମିଳିଛି । ଏହି ମାମଲାରେ କୋଚିଂ ସେଣ୍ଟରର ନିର୍ଦ୍ଦେଶିକା ପ୍ରମିଳା କୋଟପାଲିୱାରଙ୍କ ସମେତ ମୋଟ ୪ ଜଣଙ୍କୁ ସିବିଆଇ ଗିରଫ କରିଥିବାର ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା