Masthead

ଏଗଜିଟ ପୋଲ୍‌ ମାଧ୍ୟମରେ ଜନମତକୁ ଧୋକା ଦିଆଯାଉଛି: ଅଖିଳେଶ ଯାଦବ

ନୂଅଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସରିଛି ନିର୍ବାଚନ । ଆସିଛି ଏଗଜିଟ ପୋଲ । ଆକଳନରେ ଏନଡିଏ ଆଗୁଆ ରହିଛି ବୋଲି ପୂର୍ବାନୁମାନ କରାଯାଇଛି ଯେଉଁଠାରେ ବିରୋଧୀ ଇଣ୍ଡିଆ ମେଣ୍ଟ ବହୁ ପଛରେ ଥିବା ଜଣାପଡ଼ିଛି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଖିଳେଶ ଯାଦବ । ସେ କହିଛନ୍ତି ‘ଏଗଜିଟ୍‌ ପୋଲର କ୍ରମାନୁସାରେ ବୁଝନ୍ତୁ । ବିରୋଧୀ ଘୋଷଣା କରିସାରିଛନ୍ତି ଯେ ବତଜେପି ଗଣମାଧ୍ୟମ ବିଜେପିକୁ ୩୦୦ରୁ ଅଧିକ ଦେଖାଇବ।

ବିଜେପିର ଏଗଜିଟ୍‌ ପୋଲ୍‌ ଅନେକ ମାସ ପୂର୍ବରୁ ପ୍ରସ୍ତୁତ ହୋଇଥିଲା । ଏବେ ଚ୍ୟାନେଲଗୁଡ଼ିକରେ ଦେଖଉଛି। ଏହି ଏଗଜିଟ ପୋଲ୍‌ ମାଧ୍ୟମରେ ଜନମତକୁ ଧୋକା ଦିଆଯାଉଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଏହି ଏକ୍‌ଜିଟ୍‌ ପୋଲ ଆଧାରରେ ସୋମବାର ସେୟାର ମାର୍କେଟ ଖୋଲିବାର ସୁଯୋଗ ନେବାକୁ ବିଜେପି ଚାହୁଁଛି। ଯଦି ଏହି ଏଗଜିଟ୍‌ ପୋଲ୍‌ ମିଥ୍ୟା ନୁହେଁ ଏବଂ ବିଜେପି ପ୍ରକୃତରେ ହାରି ନ ଥାନ୍ତା, ତେବେ ବିଜେପି ଲୋକମାନେ ନିଜ ଲୋକଙ୍କୁ ଦାୟୀ କରି ନ ଥାନ୍ତେ। ବିଜେପିର ଶୁଖିଲା ଚେହେରା ପୂରା ସତ କହୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ