Before Header

ଓଡ଼ିଶା ଆସିବେ ଅମିତ ଶାହା, ଜେପି ନଡ୍ଡା

0 26

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆସନ୍ତା ଜୁନ୧୭ରେ ଓଡିଶା ଆସିବେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା । ଜୁନ ୨୨ରେ ଆସିବେ ବିଜେପି ସଭାପତି ଜେପି ନଡ୍ଡା । ବିଜେପିର ମହାଜନସଂପର୍କ କାର୍ଯ୍ୟକ୍ରମରେ ଯୋଗଦେବୋ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା ।

Leave A Reply

Your email address will not be published.