Masthead

ଅମ୍ରିତପାଲସିଂଙ୍କ ଖୋଲା ଚ୍ୟାଲେଞ୍ଜ, ମୁଁ ଗିରଫକୁ ଭୟ କରେ ନାହିଁ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଅମ୍ରିତପାଲସିଂଙ୍କ ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ ଆଉ ଏକ ଭିଡିଓ ଜାରି କରି କହିଛନ୍ତି, ମୁଁ ଲୋକଙ୍କ ମଧ୍ୟରେ ଆସିବି। ମୁଁ ଗିରଫକୁ ଭୟ କରେ ନାହିଁ, ମୁଁ ବିଦେଶକୁ ଯିବି ନାହିଁ, ମୋର କେଶ ମୁଁ କାଟିନାହିଁ।ଏହାପୂର୍ବରୁ ଗୁରୁବାର ଅପରାହ୍ନରେ ଅମୃତପାଲଙ୍କ ଏକ ଅଡିଓ କ୍ଲିପ ମଧ୍ୟ ସାମ୍ନାକୁ ଆସିଥିଲା।

ଏଥିରେ ସେ ଆତ୍ମସମର୍ପଣ ପାଇଁ ବୁଝାମଣା କରୁଥିବା କଳ୍ପନାଜଳ୍ପନାକୁ ଖାରଜ କରି ଶୁଣିବାକୁ ପାଇଥିଲେ।ଅମ୍ରିତପାଲ ସିଂଙ୍କୁ ଧରିବା ପାଇଁ ପୋଲିସ ଲଗାତାର ଚେଷ୍ଟା କରୁଛି। ଏହାପୂର୍ବରୁ ପଞ୍ଜାବ ପୋଲିସ ହୋଶିଆରପୁର ଗ୍ରାମ ତଥା ନିକଟବର୍ତ୍ତୀ ଅନେକ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ