Before Header

ହଷ୍ଟେଲ ଛାତରୁ ଡେଇଁ ଡାକ୍ତରୀ ଛାତ୍ରଙ୍କ ଆତ୍ମହତ୍ୟା

0 37

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ହଷ୍ଟେଲ ଛାତରୁ ଡେଇଁ ଡାକ୍ତରୀ ଛାତ୍ରଙ୍କ ଆତ୍ମହତ୍ୟା । ଗତକାଲି ବିଳମ୍ବିତ ରାତିରେ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଫକୀରମୋହନ ସରକାରୀ ମେଡିକାଲ କଲେଜ ତୃତୀୟ ବର୍ଷର ଡାକ୍ତରୀ ଛାତ୍ର ହିତେଷ୍ଣୁ ଦାସ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ। ଗତକାଲି ନାଇଟ-ସୋ ସିନେମା ଦେଖି ସାଙ୍ଗଙ୍କ ସହିତ ହଷ୍ଟେଲ ଫେରିଥିଲେ ହିତେଷ୍ଣୁ। ବାପାଙ୍କୁ ଆଇ ଲଭ୍ ୟୁ ମେସେଜ୍ ଦେବାପରେ ଛାତରୁ ଡେଇଁ ପଡିଥିବା ସୂଚନା। ଆତ୍ମହତ୍ୟା କରିଥିବା ଛାତ୍ର ଜଣକ ବାଲେଶ୍ଵର ସଦର ଥାନା ଭୀମପୁରା ଅଞ୍ଚରର ଚନ୍ଦ୍ରକାନ୍ତ ଦାସଙ୍କ ପୁଅ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.