Masthead

୬ହଜାର ବର୍ଷର ପୁରୁଣା ଦ୍ୱୀପ ଆବିଷ୍କୃତ

(ବଡ଼ ଖବର ବ୍ୟୁରୋ): ୬ହଜାର ବର୍ଷର ପୁରୁଣା ଦ୍ୱୀପ ଆବିଷ୍କୃତ । ଏହି ପୁରାତନ ଭୂଖଣ୍ଡକୁ ଆବିଷ୍କାର କରିଛନ୍ତି ଭୂତତ୍ତ୍ୱବିତ୍ ମାଟେ ପାରିକା । ସାଟେଲାଇଟ୍ ଫଟୋକୁ ପରୀକ୍ଷା ନିରୀକ୍ଷା କରି କ୍ରୋଆଟିକାର ଉପକୂଳରେ ଏହି ପୁରାତନ ଦ୍ୱୀପକୁ ସେ ଆବିଷ୍କାର କରିଛନ୍ତି । ଜଦାର ବିଶ୍ୱବିଦ୍ୟାଳୟର ପ୍ରଫେସର କାଟେ ସାଟେଲାଇଟ୍ ଫଟୋକୁ ଅନୁଧାନ କରିବା ପରେ କିଛି ଅସ୍ୱାଭାବିକ ପରିଲକ୍ଷିତ କରିଥିଲେ ।

କୋରକୁଲା ଦ୍ୱୀପର ପୂର୍ବ ଉପକୂଳରେ ଏକ ଭୂଖଣ୍ଡ ସମୁଦ୍ର ଗର୍ଭରେ ଥିବା ସାଟେଲାଇଟ୍ ଫଟୋରେ ଜଣାପଡିଥିଲା । ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ।। ସହ ଏହି ଦ୍ୱୀପକୁ ଆବିଷ୍କାର କରିବା ପାଇଁ ମାଟେ ତାଙ୍କର ଜଣେ ସହକର୍ମୀଙ୍କ ସହ ବାହାରିପଡିଲେ । ଶ୍ରୀଷ୍ଟପୂର୍ବ ପ୍ରାୟ ହଜାର ୫୦୦ବର୍ଷ ପୂର୍ବେ ଏହି ଦ୍ୱୀପ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି । ମୂଳ ଭୂଖଣ୍ଡ ସହ ଏହି ଦ୍ୱୀପ ଏକ କ୍ଷୁଦ୍ର ରାସ୍ତା ସହ ଯୋଡି ହୋଇ ରହିଛି । ସେହି ଦ୍ୱୀପରେ ବସବାସ କରୁଥିବା ଲୋକଙ୍କ ବିଭିନ୍ନ ସାମଗ୍ରୀ ଦେଖିବାକୁ ପାଇଥିଲେ ମାଟେ ଓ ତାଙ୍କ ସହଯୋଗୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା