Masthead

ରେକର୍ଡ଼ ସଂଖ୍ୟକ ପାସ ହାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ବିନା ପରୀକ୍ଷାରେ ପ୍ରକାଶ ପାଇଛି ମାଟ୍ରିକ ଫଳ । ଆଉ ଏଥରବି ଆଗରେ ରହିଛନ୍ତି ଛାତ୍ରୀ । ଚଳିତବର୍ଷ ରେକର୍ଡ଼ ସଂଖ୍ୟକ ଛାତ୍ରଛାତ୍ରୀ ପାସ କରଛନ୍ତି । ୯୭.୮୯ ପ୍ରତିଶତ ରହିଛି ଏବର୍ଷର ପାସ ହାର । ୨୦୨୦ରେ ପାସ ହାର ଥିଲା ୮୦.୫୯% । ଏବର୍ଷ ସର୍ବାଧିକ ରହି ରେକର୍ଡ଼ ସୃଷ୍ଟି ହୋଇଛି ପାସ ହାରରେ । ଚଳିତବର୍ଷ ମୋଟ ୫ଲକ୍ଷ ୧୦ହଜାର ଛାତ୍ରଛାତ୍ରୀ ପାସ କରିଛନ୍ତି । ସେମାନଙ୍କ ମଧ୍ୟରୁ ମୋଟ ୨ଲକ୍ଷ ୮୧ହଜାର ୬୫୮ଜଣ ଛାତ୍ରୀ ପାସ କରିଥିବା ବେଳେ ୨ଲକ୍ଷ ୮୦ହଜାର ୩୫୨ଜଣ ଛାତ୍ର ପାସ କରିଛନ୍ତି ।

ସେହିପରି ଏ-୧ ଗ୍ରେଡ଼ରେ ୨ହଜାର ୬୫୬ଜଣ ପାସ କରିଥିବା ବେଳେ ଏ-୨ରେ ୨୨ହଜାର ୧୩୧ଜଣ ପାସ କରିଚନ୍ତି । ବି୧ ଗ୍ରେଡରେ ପାସ୍ କରିଛନ୍ତି ୫୨ହଜାର ୧୯୯ ଛାତ୍ରଛାତ୍ରୀ ଓ ବି୨ ଗ୍ରେଡରେ ପାସ୍ କରିଛନ୍ତି ୯୪ହଜାର ୪୭୫ ପିଲା । ତେବେ ସି ଗ୍ରେଡରେ ୧ ଲକ୍ଷ ୩୭ ହଜାର ୧୪, ଡି ଗ୍ରେଡରେ ୧ ଲକ୍ଷ ୫୧ ହଜାର ୬୩୯, ଇ ଗ୍ରେଡରେ ୧ ଲକ୍ଷ ୧ ହଜାର ୭୯୬ ଓ ଏଫ ଗ୍ରେଡରେ ୭ ହଜାର ୭୦୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା