Masthead

କେଉଁ ଜିଲ୍ଲାରେ କେତେ ପାସ ହାର?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । କରୋନା ପାଇଁ ଚଳିତବର୍ଷ ପରୀକ୍ଷା ହୋଇନଥିବାରୁ ବିକଳ୍ପ ବ୍ୟବସ୍ଥା କରାଯାଇଛି । ତେବେ ପରୀକ୍ଷା ଫଳରେ ଜଗତସିଂହପୁର ଜିଲ୍ଲା ସର୍ବାଗ୍ରେ ରହିଛି । ପୁରା ରାଜ୍ୟରେ ମାଟ୍ରିକ ପରୀକ୍ଷା ପାସ ହାର ୯୭.୮୯ ଥିବା ବେଳେ ସବୁଠାରୁ ଅଧିକା ପାସ ହାର ରାଜ୍ୟରେ ଜଗତସିଂହୁପରରେ ରହିଛି । ଏଠାରେ ପାସ ହାର ୯୯.୦୯% ରହିଥିବା ସୂଚନା ମିଳିଛି । ଏହା ପଛକୁ ରହିଛି ଯାଜପୁର ଜିଲ୍ଲା । ଏଠାରେ ୯୯.୦୨% ରହିଛି ପାସ ହାର । ସେହିପରି ତୃତୀୟ ସ୍ଥାନରେ ରହିଛି ଭଦ୍ରକ ଜିଲ୍ଲା । ଏଠାରେ ୯୮% ଛାତ୍ରଛାତ୍ରୀ ପାସ କରିଛନ୍ତି । ସେହିପରି ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାର ପାସ ହାର ହେଉଛି ।

କଟକ ୯୭.୮୯, କେନ୍ଦ୍ରାପଡ଼ା ୯୮.୯୨, ଅନୁଗୁଳ ୯୮.୦୮, ଢେଙ୍କାନାଳ ୯୭.୯୪, ପୁରୀ ୯୮.୫୩, ଖୋର୍ଦ୍ଧା ୯୮.୬୧, ନୟାଗଡ଼ ୯୮.୧୭, ବାଲେଶ୍ୱର ୯୮.୫୯, କେନ୍ଦୁଝର ୯୭.୭୬, ମୟୂରଭଂଜ ୯୭.୭୨, ଗଜପତି ୯୭.୭୨, ଗଂଜାମ ୯୮.୭୬, ବୌଦ୍ଧ ୯୬.୧୭, କନ୍ଧମାଳ ୯୭.୩୯, କଳାହାଣ୍ଡି ୯୭.୫୨, ନୂଆପଡ଼ା ୯୭.୫୬, ବରଗଡ଼ ୯୬.୯୬, ସମ୍ବଲପୁର ୯୬.୨୪, ଦେବଗଡ଼ ୯୮.୧୨, ଝାରସୁଗୁଡ଼ା ୯୮.୩୦, ବଲାଙ୍ଗୀର ୯୪.୮୭, ସୁବର୍ଣ୍ଣପୁର ୯୬.୭୫, ସୁନ୍ଦରଗଡ଼୯୮.୪୦, କୋରାପୁଟ୯୭.୬୭, ମାଲକାନଗିରି ୯୬.୨୭, ନବରଂଗପୁର ୯୮.୦୮, ରାୟଗଡ଼ା ୯୮.୦୬ ପ୍ରତିଶତ ପିଲା ପାସ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ