Masthead

‘ପୁଣି ସଂସଦରେ ଉଠିବ ଜନତାଙ୍କ ପ୍ରକୃତ ସ୍ୱର’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରଦ୍ଦ ହେଇଥିବା ସାଂସଦ ପଦ ପୁଣିଥରେ ଫେରିପାଇବା ପରେ ସଂସଦ ଭବନ ଯାଇଛନ୍ତି ରାହୁଲ ଗାନ୍ଧୀ । ଦୀର୍ଘ ୧୩୬ ଦିନର ବ୍ୟବଧାନ ପରେ କଂଗ୍ରେସର ଏହି ନେତା ଆଜି ସଂସଦ ଭବନରେ ପହଞ୍ଚିଥିଲେ । ଯାହାକୁ ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଏକ ଟ୍ୱିଟ କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ପୁଣି ସଂସଦରେ ପ୍ରକୃତ ସ୍ୱର ଉଠିବାକୁ ଯାଉଛି ।

ଲକ୍ଷ ଲକ୍ଷ କଂଗ୍ରେସ କର୍ମୀଙ୍କୁ ମୋ ହୃଦୟରୁ ଧନ୍ୟବାଦ । ଯିଏ ସଦା ସର୍ବଦା ରାହୁଲଙ୍କ କାନ୍ଧରେ କାନ୍ଧ ମିଶାଇ ସଙ୍ଘର୍ଷ କରିଥିଲେ । ସତ୍ୟ ଓ ନ୍ୟାୟର ଲଢେଇରେ ତାଙ୍କ ସାଥ ଦେଇଥିବା କୋଟି କୋଟି ଜନତାଙ୍କୁ ଆନ୍ତରିକ ଧନ୍ୟବାଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ