Masthead

ପୋଲିସ ହାବୁଡରେ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ): ପୋଲିସ ହାବୁଡରେ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ । ବଲାଙ୍ଗିର ଜିଲ୍ଲାରେ ଡକାୟତ ଘଟଣାରେ ୯ ଜଣକୁ ବାନ୍ଧିଛି ପୋଲିସ । ଗିରଫ ଡକାୟତମାନେ ହେଲେ ମଧ୍ୟପ୍ରଦେଶର ରିତିକ୍ ଚୌହାନ, କ୍ରୀଷ୍ଣା ପିଂପଲ୍, ରବି ଭେଲିଆ, ସକ୍ଲାଲ ସି, ରାଜୁ ପୱାହର, ବଣ୍ଟୁ ଦେହେଲିଆ ଓ ମହାରାଷ୍ଟ୍ରର ନିଲେଶ ଦୀପକ ଓ ଅକ୍ଷୟ ଲାଲିଯୁ ଚୌହାନ ଏବଂ ଓଡ଼ିଶା ବରଗଡ଼ ଜିଲ୍ଲାର ଗୋପର୍ଜନ ପୃଷ୍ଟି ।

ତାସହ ୧୬୦ ଗ୍ରାମରୁ ଅଧିକ ସୁନା ଅଳଙ୍କାର, ୧କେଜି ୭ଶହ ଗ୍ରାମର ରୂପା ଅଳଂକାର, ନଗଦ ଦୁଇ ଲକ୍ଷ ଟଙ୍କା, ଏକ ସ୍କୁଟି ଓ ଲୁଟ ଡକାୟତି ପାଇଁ ବ୍ୟବହୃତ ହାତ ହତିଆର ଜବତ ହୋଇଛି । ଏଥିସହ ୩ ଲକ୍ଷରୁ ଅଧିକ ଟଙ୍କା ଥିବା ଏକ ବ୍ୟାଙ୍କ ଏକାଉଣ୍ଟକୁ ମଧ୍ୟ ସିଜ୍ କରାଯାଇଥିବା ବଲାଙ୍ଗିର ଏସପି ଋଷିକେଶ ଖିଲାରି କହିଛନ୍ତି। ତେବେ ୧୬ଟି ଲୁଟ ଓ ଡକାୟତି ମାମଲାରେ ଏମାନେ ସଂପୃକ୍ତ ଥିବା କହିଛନ୍ତି ଏସ୍ପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ