Masthead

ଆମ ଗୁଣ ଗାଅ ନହେଲେ ମାରିବୁ

(ବଡ଼ ଖବର ବ୍ୟୁରୋ): ତାଲିବାନ ଅକ୍ତିଆରରେ ଆଫଗାନିସ୍ତାନ । ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ ଲୋକଙ୍କୁ ଭୟଭୀତ ନହେବାକୁ ନିବେଦନ କରିଥିଲା । କିନ୍ତୁ ବାସ୍ତବ ଚିତ୍ର କିଛି ଓଲଟା । ଏମିତି କିଛି ଘଟଣା ଘଟିଛି ସାମ୍ବାଦିକଙ୍କ କ୍ଷେତ୍ରରେ । ତାଲିବାନୀମାନେ ଛଡ଼ାଇ ନେଇଛନ୍ତି ତାଙ୍କ ସ୍ୱାଧୀନତା । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିର ଜଣେ ଟିଭି ସାମ୍ବାଦିକଙ୍କ ଉପରେ ନିର୍ଯ୍ୟାତନା ଦେଖିବାକୁ ମିଳିଛି ।

https://twitter.com/MarinaMedvin/status/1432079652776984576?s=20

ତାଲିବାନୀମାନେ ଜୋରଜବରଦସ୍ତ ପ୍ରଶଂସା କରିବାକୁ ବାଧ୍ୟ କରୁଛନ୍ତି । ସେତିକି ନୁହେଁ ଷ୍ଟୁଡିଓରେ ପଶି ତାଲିବାନମାନେ ସେମାନଙ୍କର ନିଷ୍ଠୁରତାର ଉଦାହରଣ ଦେଖାଇଛନ୍ତି । ଜଣେ ଆଙ୍କର ନିୟୁଜ ପଢୁଥିବା ସମୟରେ ସେମାନଙ୍କୁ ଜବରଦସ୍ତ ତାଲିବାନୀଙ୍କ ପ୍ରଶଂସା କରିବାକୁ ବାଧ୍ୟ କରୁଛନ୍ତି । ମୁଣ୍ଡ ଉପରେ ବନ୍ଧୁକ ରଖି ଭୟଭୀତ କରାଇ କହୁଛନ୍ତି ଆମର ପ୍ରଶଂସା କର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ