Masthead

ସବୁ କିଛି ଭୁଲିଯାଇ ଲୋକଙ୍କୁ କ୍ଷମା କରି ଦେଇଛି : ସଚିନ ପାଇଲଟ

ରାଜସ୍ଥାନ (ବଡ଼ ଖବର ବ୍ୟୁରୋ):  ରାଜସ୍ଥାନରେ ରାଜନୀତିରେ ବଦଳୁଛି ପାଣିପାଗ । କିଛି ଦିନ ତଳେ ଦୁଇ ପାଇଲଟଙ୍କ ମଧ୍ୟରେ ଚାଲିଥିଲା ତୁତୁମେମେ । ଆଉ ଏବେ ଅଥାତ୍ ବିଧାନସଭା ନିର୍ବାଚନ ପୂର୍ବରୁ ସଚିନ ପାଇଲଟ ଓ ଅଶୋକ ଗେହଲେଟ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟିଛି । ଦଳ ଭିତରେ ରହି ମୋ ସହ ଯାହା ବି ହୋଇଛି, ସବୁ କିଛି ଭୁଲିଯାଇଛି ଓ ଲୋକଙ୍କୁ କ୍ଷମା କରିଦେଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପରେ ଥିବା ସମସ୍ତ ବିବାଦକୁ ସେ ଭୁଲିଯାଇଛନ୍ତି ବୋଲି କହିଛନ୍ତି ସଚିନ ପାଇଲଟ ।

ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପରାମର୍ଶ ଦେଇଥିଲେ । ଆଗକୁ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ସମସ୍ତେ ଦାୟିତ୍ୱ ନେଲେ ଆଗକୁ ନିର୍ବାଚନ ବୈତରଣୀ ପାର ହୋଇପାରିବା ବୋଲି କହିଛନ୍ତି ସଚିନ ପାଇଲଟ୍ । ୨୪ ନିର୍ବାଚନ ପୂର୍ବରୁ ରାଜସ୍ଥାନ ନିର୍ବାଚନ ଜିତିବାକୁ ପଡ଼ିବ ବୋଲି ସଚିନ ପାଇଲଟ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ