Masthead

ଓଡ଼ିଶା- ଆନ୍ଧ୍ର ସୀମା ବିବାଦ ମଧ୍ୟରେ ନିର୍ବାଚନ ଫଳାଫଳ ଘୋଷଣା କଲା ଆନ୍ଧ୍ର

ବଡ଼ ଖବର ବ୍ୟୁରୋ: ସାରା ରାଜ୍ୟରେ ଦୀର୍ଘ ଦିନ ହେବ କୋଟିଆ ପ୍ରସଙ୍ଗ ଥମିବାରେ ନାମ ନେଉନି । କେତେବେଳେ ଆନ୍ଧ୍ର ଓଡ଼ିଶା ସୀମାକୁ ଅକ୍ତିଆର କରିବା ପାଇଁ ବିଭିନ୍ନ ଷଡ଼ଯନ୍ତ୍ର କରୁଥିବାବେଳେ ଆଉ କେବେ ଏହି ମାମଲା ନେଇ ରାଜ୍ୟରେ ରାଜନୀତି ହେଉଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ସାମ୍ନାକୁ ଆସିଛି ନିର୍ବାଚନ ଫଳାଫଳ । ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଆନ୍ଧ୍ରପ୍ରଦେଶ ବିବାଦୀୟ କୋଟିଆ ଅଞ୍ଚଳରେ ନିର୍ବାଚନ ଫଳାଫଳ ଘୋଷଣା କରିଥିବାର ସୂଚନା ମିଳିଛି ।

ତେବେ YSR କଂଗ୍ରେସ ଦଳର ପ୍ରାର୍ଥୀ ଶ୍ରୀରାମ ରାଇଥୁ ମାଜି ଆପାଲାମା ପଞ୍ଜାୟତରେ ଗ୍ରାମୀଣ ନିର୍ବାଚନରେ ବାମ ଦଳର ନିକଟତମ ପ୍ରତିଯୋଗୀଙ୍କୁ ୪୧ ଭୋଟରେ ପରାସ୍ତ କରି ବିଜୟ ହାସଲ କରିଛନ୍ତି । ସେହିପରି ଫାଗୁନା ସିନେରୀ ଏବଂ ଫାଟୁ ସିନେରି ଗ୍ରାମ ପଞ୍ଜାୟତରେ ଅନୁଷ୍ଠିତ ନିର୍ବାଚନରେ YSR କଂଗ୍ରେସ ଦଳର ପ୍ରାର୍ଥୀମାନେ ଜିତିଥିବାର ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ