Masthead

ଟାଟା ପାୱାରର ଶୋଷଣ ବିରୋଧରେ ଆପର ରାଲି

ଅତାବିରା (ବଡ଼ ଖବର ବ୍ୟୁରୋ): ଟାଟା ପାୱାରର ଶୋଷଣ ବିରୋଧରେ ଆପର ବିରାଟ ରାଲି । ଅତାବିରାରେ ଗାଁ ଗାଁ ବୁଲି ପ୍ରଚାର କରାଯାଇ ରାଲି କରାଯାଇଛି । ଅହେତୁକ ବିଦ୍ୟୁତ କାଟ, ବିପଦ ଶଙ୍କୁଳ ତାର ଓ ଖୁଣ୍ଟ ଆଦି ମରାମତି ହେଉ ନ ଥିବାରୁ ଅନେକ ଜୀବନ ହାନି ହେଉଥିବା ଅଭିଯୋଗ କରିଛି ଆପ । ବକେୟା ଆଦାୟ ନା ରେ ଏବେ ଗ୍ରାହକ ମାନଙ୍କ ଠାରୁ ଟଙ୍କା ଆଦାୟ କରାଯାଉଛି ନଚେତ ବିଜୁଳି କାଟି ହେଉଥିବା ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି ।

ଏହି ଶୋଷଣ ବିରୁଦ୍ଧରେ କୌଣସି ପାର୍ଟି ମୁହଁ ଖୋଲୁ ନଥିବା ବେଳେ ଆମ୍ ଆଦମୀ ପାର୍ଟି ଅତାବିରା ରେ ଏକ ବିରାଟ ରାଲି କରୁଛି । ଅତାବିରା ଆରଏମସି ବଜାର ରୁ ରେଲି କରି ସହର ପରିକ୍ରମା ପରେ ଏସଡିଓ ଙ୍କୁ ଦାବିପତ୍ର ଦେବାକୁ ସ୍ଥିର ହୋଇଛି । ଏହାକୁ ନେଇ ଗାଁ ଗାଁ ରେ ପ୍ରଚାର କରାଯାଇଥିଲା । ଦିଲ୍ଲୀ ଓ ପଞ୍ଜାବରେ ପ୍ରତ୍ୟେକ ପରିବାରକୁ ୨୦୦ ୟୁନିଟ ବିଜୁଳି ଫ୍ରି ମିଳୁଥିବା ବେଳେ ଏରିଅର ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି ତେଣୁ ଓଡ଼ିଶାରେ ବି ଏହା କରାଯିବାକୁ ଜିଲ୍ଲା ଆବାହକ ଭବାନୀ ସାହୁ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ