Before Header

ବଙ୍ଗୋମୁଣ୍ଡା-ଖଡ଼ିଆଳ ରାସ୍ତାରେ ବସ୍ ଦୁର୍ଘଟଣା, ୭ ଆହତ

0 40

ବଙ୍ଗୋମୁଣ୍ଡା (ବଡ଼ ଖବର ବ୍ୟୁରୋ): ବଙ୍ଗୋମୁଣ୍ଡା-ଖଡ଼ିଆଳ ରାସ୍ତାର ଜଏରପଡ଼ା ଛକରେ ଦୁର୍ଘଟଣା । ଚକ ଫାଟିବାରୁ ଓଲଟିଲା ବସ୍ । ୭ ଆହତ ହୋଇଥିବା ସୂଚନା । ଖଡିଆଳରୁ କଣ୍ଟାବାଞ୍ଝି ଅଭିମୁଖେ ଯାଉଥିଲା ବସ୍ । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇ ଚାଲିଛି ଚିକିତ୍ସା । ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ଓ ଖଡିଆଳ ପୋଲିସ ପହଂଚି ତଦନ୍ତ କରିଛି ।

Leave A Reply

Your email address will not be published.