Masthead

‘ଘରକୁ ଗୁଣ୍ଡା ଆଣୁଥିଲେ ଅଦ୍ରିଜା’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପଦାରେ ପଡ଼ିଛି ରାଜପରିବାର କଳି । ଅର୍କେଶ ଉପରେ ଅଭିଯୋଗ ଆଣିଛନ୍ତି ଅଦ୍ରିଜା । ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ଅର୍କେଶ ସିଂହଦେଓ । କହିଛନ୍ତି ସାତ ଆଠ ମାସ ଅଦ୍ରିଜା ଘରୋଇ ହିଂସା ଭଳି ମୋ ନାରେ ମାମଲା ଦିଆଯାଇଛି । ଡେରାଡୁନ୍ ତାଙ୍କ ନିଜ ଘରକୁ ତାଙ୍କୁ ଛାଡ଼ୁ ନାହାନ୍ତି ।

ଡେରାଡୁନ ସ୍ଥିତ ଘରେ ଆଦ୍ରିଜାଙ୍କ ବାପା, ମାଆ ଓ ଭଉଣୀ ରହୁଛନ୍ତି । ଘର ଲୋକଙ୍କ ନାଁରେ ମିଛ ମାମଲା କରିଛନ୍ତି ଆଦ୍ରିଜା । ୬ ମାସ ହେବ ମୁଁ ସେ ଘର ଛାଡ଼ି ଦେଇଛି । ୩ ଦିନ ତଳେ ଘରେ ଗୁଣ୍ଡା ପୁରାଇଥିଲେ ଆଦ୍ରିଜା । ଏସବୁ ଅଭିଯୋଗ କରି ଆଦ୍ରିଜା ଡ୍ରାମା କରୁଛନ୍ତି ବୋଲି କହିଛନ୍ତି ଅର୍କେଶ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ