Before Header

୩୦ ଯାଏଁ ଜେଲରେ ରହିବେ ଆର୍ୟନ

0 24

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଆର୍ୟନ ଖାନଙ୍କ ବଢିଲା ଅଡ଼ୁଆ । ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଜେଲରେ ରହିବେ ଆର୍ୟନ ଖାନ । ତାଙ୍କ ବିଚାର ବିଭାଗୀୟ ହାଜତ ମିଆଦ ବଢିଲା । ଅକ୍ଟୋବର ୩୦ ପର୍ଯ୍ୟନ୍ତ ମିଆଦ ବୃଦ୍ଧି କଲେ ମୁମ୍ବାଇ କୋର୍ଟ । ଆର୍ୟନଙ୍କ ସହ ଅନ୍ୟ ୭ ଜଣଙ୍କ ହାଜତ ମିଆଦ ୩୦ ପର୍ଯ୍ୟନ୍ତ ବୃଦ୍ଧି । ମୁମ୍ବାଇ କ୍ରୁଜ ପାର୍ଟି ଡ୍ରଗ୍ସ ମାମଲା ।

Leave A Reply

Your email address will not be published.