Masthead

ପିଲାଙ୍କୁ ଟିକାକରଣ ପାଇଁ ଟ୍ରେନିଂ ଦେବ କେନ୍ଦ୍ର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଶିଶୁଙ୍କ ଟିକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପିଲାଙ୍କ ଟିକାକରଣ ଲାଗି ଆସନ୍ତାକାଲି ଜାତୀୟ ସ୍ତରରେ ସବୁ ରାଜ୍ୟର ଅଧିକାରୀଙ୍କୁ ଭର୍ଚୁଆଲ ପ୍ରଶିକ୍ଷଣ ଦିଆଯିବ । ଏହା ପରେ ରାଜ୍ୟ ସରକାର ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବାଳର ବ୍ୟବସ୍ଥା କରିବେ । ସେପଟେ ଶିଶୁଙ୍କୁ କୋଭାକ୍ସିନ ଟିକା ଦେବା ପାଇଁ କେବଳ ସବଜେକ୍ଟ ଏକ୍ସପର୍ଟ କମିଟି ଅନୁମୋଦନ କରିଛି । ଅନ୍ୟପଟେ ସରକାର କଅନୁଧ୍ୟାନ କରି ଟିକାକରଣ ନିର୍ଦ୍ଦେଶ ଆସିବା ପରେ ଟିକାକରଣ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ତେବେ ୨ରୁ ୧୮ ବର୍ଷର ସବୁ ପିଲାଙ୍କୁ ଦିଆଯିବ କି କିଛି ନିର୍ଦ୍ଦିଷ୍ଟ ବର୍ଗଙ୍କୁ ଦିଆଯିବ ତାହା ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ । ଆମ ରାଜ୍ୟରେ ୨ରୁ ୧୮ ବର୍ଷ ବୟସ ବର୍ଗର ୧ କୋଟି ୪୦ ଲକ୍ଷ ହିତାଧିକାରୀ ଅଛନ୍ତି । ଶିଶୁଙ୍କ ଟିକାକରଣ ଆରମ୍ଭ ହେଲେ ଅଧିକ ଟିକାକରଣ କେନ୍ଦ୍ର ବଢାଯିବ । ଶିଶୁଙ୍କ ଟିକାକରଣ ପାଇଁ ଦେଶରେ ଆବଶ୍ୟକ ଭିତ୍ତିଭୂମି ରହିଛି । କେନ୍ଦ୍ରର ନିର୍ଦ୍ଦେଶ ଆସିବା ମାତ୍ରେ ଶିଶୁଙ୍କୁ ଟିକାକରଣ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ