Masthead

ତିନି ଦିନ ରିମାଣ୍ଡରେ ଗଲେ ଆଶିଷ ମିଶ୍ର

ଲଖିମପୁର(ବଡ଼ ଖବର ବ୍ୟୁରୋ): ତିନି ଦିନିଆ ରିମାଣ୍ଡରେ ଗଲେ କେନ୍ଦ୍ର ରାଜ୍ୟମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର । ସିଜେଏମ କୋର୍ଟ ଆଶିଷ ମିଶ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛନ୍ତି । ଏହି ତିନିଦିନିଆ ପୁଲିସ ରିମାଣ୍ଡରେ ଜଣେ ଓକିଲ ଆଶିଷଙ୍କ ସହ ଯାଇପାରିବେ । କିନ୍ତୁ ସେ ଏତେ ଦୂରରେ ରହିବେ ଯେ ସେ ତାଙ୍କ କଥା ଶୁଣି ପାରିବେ ନାହିଁ ବୋଲି ସୂଚନା ମିଳିଛି ।

ଏହା ଛଡ଼ା ତୃତୀୟ ଡଗ୍ରୀ ନିର୍ଯ୍ୟାତନା ପାଇଁ ପୁଲିସକୁ ବାରଣ କରାଯାଇଛି । ସେପଟେ ତଦନ୍ତରେ ସହଯୋଗ ନକରିବା ପାଇଁ ପର୍ଯ୍ୟବେକ୍ଷଣ ସମିତି ୧୪ ଦିନ ରିମାଣ୍ଡ ମାଗିଥିଲେ । କେବଳ ଏତିକି ନୁହେଁ ଅକ୍ଟୋବର ୧୨ରେ ପଚରାଉଚରା ପାଇଁ ପୁଲିସ ଆଶିଷ ମିଶ୍ରଙ୍କୁ ସେମାନଙ୍କ ହେପାଜତକୁ ନେବ ବୋଲି ବୋଲି ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ