Masthead

‘ମୋଦି କାର୍ଡ ବ୍ୟବହାର କଲେ ଆମେ ବାଜି ମାରିବୁ’

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମୋଦିଙ୍କୁ ସଞ୍ଜୟ ରାଉତଙ୍କ ଟାର୍ଗେଟ । କହିଲେ ମୋଦି କାର୍ଡ ବ୍ୟବହାର କଲେ ଆମେ ବାଜି ମାରିବୁ । ମୁମ୍ବାଇ ସହର ପାଇଁ ମୋଦି ସେଭଳି କିଛି କରିନାହାନ୍ତି। ଆଗାମୀ ମହାନଗର ନିର୍ବାଚନରେ ଭାଜପା -ଶିନ୍ଦେ ଗ୍ରୁପ୍‌ ଯଦି ମୋଦି କାର୍ଡ ବ୍ୟବହାର କରନ୍ତି ତେବେ ଏହା ସେମାନଙ୍କ ପାଇଁ ବୁମେରାଂ ହେବ। ଆଉ ଏଥିରେ ଶିବସେନା ନିଶ୍ଚିତ ବାଜି ମାରିବ ବୋଲି ସଞ୍ଜୟ ଦୃଢୋକ୍ତି ପ୍ରକାଶ କରିଛନ୍ତି। କେବଳ କଥାରେ ମୁମ୍ବାଇବାସୀ ଭାସିବାକୁ ଭଲପାଆନ୍ତି ନାହିଁ। କାମକୁ ସେମାନେ ବିଶ୍ୱାସ କରନ୍ତି। ଦୀର୍ଘ ଦିନ ହେଲା ସେମାନେ ଆମ ସହିତ ଅଛନ୍ତି ବୋଲି ସଞ୍ଜୟ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ