Masthead

ଲୋୟର ପିଏମ୍‌ଜିରେ ଗର୍ଜନ କରୁଛନ୍ତି ଆଶାକର୍ମୀ ଓ ପାଚିକା ସଂଘ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭା ଚାଲିଥିବା ବେଳେ ରାଜଧାନୀରେ ଦାବି ପୂରଣ ପାଇଁ ଗର୍ଜୁଛନ୍ତି ବିଭିନ୍ନ ସଂଗଠନ । ଆଶା ଓ ପାଚିକାଙ୍କ ନାରାବାଜୀରେ କଂପୁଛି ଲୋୟର ପିଏମଜି । ତିନି ଦିନ ହେଲା ହଜାର ହଜାର ସଂଖ୍ୟାରେ ପାଚିକା ଓ ଆଶା କର୍ମୀ ଏକାଠି ହୋଇ ଚଳାଇଛନ୍ତି ଦୁର୍ବାର ଆନ୍ଦୋଳନ । ଖୋଲା ଆକାଶ ତଳେ ଦିନ ରାତି ଏକ କରି ଚଳାଇଛନ୍ତି ଗର୍ଜନ ।

୧୦ ମାସ ବଦଳରେ ୧୨ ମାସ ଦରମା ପ୍ରଦାନ, ବକେୟା ରାଶି ପ୍ରଦାନ, ୬୦ ବର୍ଷ ପରେ ଅବସରକାଳୀନ ଭତ୍ତା ପ୍ରଦାନ ପାଇଁ ଦାବି କରଛନ୍ତି ପାଚିକା । ଦାବି ପୂରଣ ନ ହେବା ଯାଏ ଭୁବନେଶ୍ୱର ଛାଡ଼ି ନଯିବାକୁ ନେଇଛନ୍ତି ନିଷ୍ପତ୍ତି । ସ୍ଥାୟୀ ନିଯୁକ୍ତି, ୨୬ ହଜାର ଟଙ୍କା ମାସିକ ଦରମା, ପେନସନ ୧୦ ହଜାର ଏବଂ ମୃତ୍ୟୁ କାଳିନ ସହାୟତା ୮ ଲକ୍ଷ ଦେବାକୁ ଦାବି କରିଛନ୍ତି ଆଶା କର୍ମୀ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ