Before Header

ଓଡ଼ିଶା ବିଧାନସଭାରେ ରାହୁଲ ଝଡ଼

0 19

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ବିଧାନସଭାରେ ରାହୁଲ ଝଡ଼ । ରାହୁଲ ଗାନ୍ଧିଙ୍କ ସାଂସଦ ରଦ୍ଦକୁ ନେଇ ଗୃହରେ ଝଡ଼ । ସଦସ୍ୟତା ରଦ୍ଦକୁ ନେଇ ଗର୍ଜିଲା କଂଗ୍ରେସ । ଗଣତନ୍ତ୍ରକୁ ହତ୍ୟା ନାରାରେ କମ୍ପିଲା ଗୃହ । ଗଣତନ୍ତ୍ରକୁ ହତ୍ୟା କଲେ ନରେନ୍ଦ୍ର ମୋଦୀ ନାରାରେ ଗୃହରେ କଂଗ୍ରେସର ଝଡ଼ । ଗୃହ ବାରମ୍ବାର ମୁଲତବି । ପ୍ରଥମେ ୨୦ ମିନିଟ ଏବଂ ପରେ ୩୦ ମିନିଟ ଗୃହ ମୁଲତବି କରିଛନ୍ତି ବାଚସ୍ପତି ।

Leave A Reply

Your email address will not be published.