Masthead

କଇଁଛ ସୁରକ୍ଷା ପାଇଁ ବେଳାଭୂମି ସଫେଇ

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଶୀତ ଋତୁରେ ଅଲିଭ ରିଡଲେ କଇଁଛ ମୁଖ୍ୟତଃ ପୁରୀରୁ ଅସ୍ତରଙ୍ଗ କେଳୁଣୀ ମୁହାଣ ପର୍ୟ୍ୟନ୍ତ ଅଣ୍ଡା ଦେବାକୁ ଆସିଥାନ୍ତି । ତେଣୁ କଇଁଛମାନଙ୍କ ସୁରକ୍ଷା ପାଇଁ ଅସ୍ତରଙ୍ଗ କେଳୁଣୀ ମୁହାଣ ନିକଟରେ ସମ୍ପୂର୍ଣ୍ଣ ବେଳମାର୍ଗ ସଫେଇ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଯେଉଁଥିରେ ଅନେକ କୁନି କୁନି ଛାତ୍ରଛାତ୍ରୀ, ଗ୍ରାମ କମିଟିର ସଦସ୍ୟ, ଏସଏସଜି ସଭ୍ୟା, ବନ ବିଭାଗର କର୍ମଚାରୀ, ପରିବେଶ ସୁରକ୍ଷା ସମିତର ସଦସ୍ୟ ଯୋଗଦେଇଥିଲେ ଏହି କାର୍ୟ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବେଳମାର୍ଗ କୁ ସଫା ରଖିବା ଓ ବେଳାମାର୍ଗ କୁ ପ୍ଲାଷ୍ଟିକ ମୁକ୍ତ କରିବା ଯାହା ଦ୍ବାରା ଅଣ୍ଡା ଦେବାକୁ ଆସୁଥିବା ଅଲିଭ ରିଡ଼ଲେ କଇଁଛ ସୁରକ୍ଷିତ ଭାବେ ଅଣ୍ଡା ଦେଇପାରିବେ । ଯୁବ ପରିବେଶବିତ୍ ସରୋଜ ଜେନା, କୋଣାର୍କ ରେଞ୍ଜର, ନଡ଼ିଆ ମଠ ବିଟ୍ ଅଧିକାରୀ ପ୍ରମୁଖ ଏଥିରେ ସାମିଲ ହୋଇ କୋଭିଡ ନିୟମକୁ ମାନି ସାମୁଦ୍ରିକ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଶପଥ ପାଠ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ