Masthead

ଆସୁଛି ଆୟୁଷ୍ମାନଙ୍କ ଡ୍ରିମଗର୍ଲ-୨

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ନୂଆ ଚେହେରା ସହ ଫେରିଲେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା । ସେ ନିଜର ଡ୍ରିମଗର୍ଲ-୨ ଫିଲ୍ମ ପାଇଁ ଅଧିକ ଚର୍ଚ୍ଚାରେ ଥିବା ଜଣାପଡିଛନ୍ତି । ଡ୍ରିମଗର୍ଲର ପ୍ରଥମ ପାର୍ଟ ମଧ୍ୟ ଫ୍ୟାନ୍ସ ମାନଙ୍କ ମନକୁ ଅତ୍ୟନ୍ତ ଆକର୍ଷିତ କରିଥିଲା । ଫିଲ୍ମରେ ଆୟୁଷ୍ମାନ ଝିଅ ହେବାର ଅଭିନୟ କରିବା ସହ ଏପରି କଥା ହୋଇଥିଲେ ଯେ ଫିଲ୍ମର ପ୍ରାୟ ସମସ୍ତ ଚରିତ୍ର ତାଙ୍କ ପଛରେ ପାଗଳ ହୋଇଯାଇଥିଲେ ।

ଏବେ ଡ୍ରିମଗର୍ଲ-୨ ଚଳଚ୍ଚିତ୍ରର ଅନ୍ୟ ଏକ ପୋଷ୍ଟର ରିଲିଜ ହୋଇଛି ଯେଉଁଥିରେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସ୍ଟାଇଲ ଅନେକ ଲୋକଙ୍କୁ ଆକର୍ଷୀତ କରିଛି । ଫିଲ୍ମ ଡ୍ରିମଗର୍ଲ-୨,୨୫ ଅଗଷ୍ଟରେ ସିନେମା ହଲରେ ମୁକ୍ତିଲାଭ କରିବ । ଏହି ଫିଲ୍ମଟି ଏହାର ପୂର୍ବ ପାର୍ଟ ଭଳି କମେଡି ଫିଲ୍ମ ହେବ ବୋଲି କୁହାଯାଉଛି । ତେବେ ଫିଲ୍ମ ଟିକୁ ଦର୍ଶକମାନେ କେତେ ଭଲପାଇବା ଦେବେ ତାହା ଫିଲ୍ମର ରିଲିଜ ପରେ ଜଣାପଡିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ