ପ୍ରଭାସଙ୍କ କଳ୍କି, ବଦଳିଲା ‘ପ୍ରୋଜେକ୍ଟ କେ’ର ନାଁ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):ରିବଲ ଷ୍ଟାର ପ୍ରଭାସଙ୍କ ନୂଆ ଚଳଚ୍ଚିତ୍ରର ଟିଜର ରିଲିଜ ହୋଇସାରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ‘ପ୍ରୋଜେକ୍ଟ କେ’ କୁହାଯାଉଥିବା ଏହି ଚଳଚ୍ଚିତ୍ରର ଅନ୍ତିମ ନାମ ମଧ୍ୟ ପ୍ରକାଶ ପାଇଛି । ପ୍ରଭାସ ଏହି ଚଳଚ୍ଚିତ୍ରରେ ଦମଦାର ଅଭିନୟ କରବେ ବୋଲି ଆଶା କରୁଛନ୍ତି ଦର୍ଶକମାନେ ।

ପ୍ରଶଂସକଙ୍କ ମତ୍ତରେ ଫିଲ୍ମଟି ଅନେକ ରୋମାଞ୍ଚକ ଜିନିଷକୁ ନେଇ ଭରପୁର । ଭାରତୀୟ ଫ୍ୟାନ୍ସମାନେ ଉତ୍ସାହର ସହ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି ବୋଲି ଜଣାପଡିଛି । ବର୍ତ୍ତମାନ ପିଲ୍ମର ଟିଜର ବାହାରିବା ସହ ଫିଲ୍ମର ନାଁ ମଧ୍ୟ ପ୍ରକାଶ ପାଇଛି । ‘ପ୍ରୋଜେକ୍ଟ କେ’ ର ନାଁ ବର୍ତ୍ତମାନ ‘କଳ୍କି ୨୮୯୮ ଏଡି’ ନାମରେ ନାମିିତ ହୋଇଛି ।

ଟ୍ରେଲରରେ କୁହାଯାଇଛି ଯେ ‘ଯେବେ ଦୁନିୟାରେ ଅନ୍ଧକାରର ଛାଇଯାଏ ତେବେ ଏକ ଶକ୍ତି ଜନ୍ମ ନିଏ’ । ‘କଳ୍କି ୨୮୯୮ ଏଡି’ର ଝଲକ ଭବିଷ୍ୟରେ ଯୁଦ୍ଧଗ୍ରସ୍ଥ ଦୁନିଆକୁ ଦର୍ଶାାଉଛି । ଟ୍ରେଲରରେ ଦୀପିକା ଜଣେ ସେନା ଭୂମିକାରେ ଥିବା ଜଣାପଡୁଛନ୍ତି । ଅନ୍ୟପଟେ ପ୍ରଭାସ ଏକ ଯୋଦ୍ଧା ଭୂମିକାରେ ନଜର ଆସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’