Masthead

ବଡ଼ଠାକୁର ହେବେ ପୋଢୁଆଁ

ନିଆଳି (ବଡ଼ ଖବର ବ୍ୟୁରୋ): ରାତିପାହିଲେ ଓଡ଼ିଆ ଘରର ବଡ଼ ପର୍ବ ପ୍ରଥମାଷ୍ଟମୀ। ଘରେ ଘରେ ପିଠା ପଣା ଖାଇ ନୂଆ ଵସ୍ତ୍ର ପିନ୍ଧି ପୋଢୁଆଁ ହେବେ ଘରର ବଡ଼ପୁଅ ଓ ଝିଅ । ଓଡିଶାର ଜଗନ୍ନାଥ ସଂସ୍କୃତିରେ ଓଡ଼ିଆଣୀର ଘରେ କାହିଁ କେଉଁ ପୁରୁଣା କାଳରୁ ଚଳିଆସୁଛି ଏହି ପୋଢ଼ୁଆଁ ପ୍ରଥା । ବଡ଼ଠାକୁର ଜଗନ୍ନାଥ ସ୍ମୃତି ଲୋକ କଥା ଅନୁସାରେ କିମ୍ବଦନ୍ତୀ ରହିଚି । ନିଆଳି ମାଧବ ହେଉଛି ଜଗନ୍ନାଥଙ୍କ ମାମୁଁଘର। ବହୁବର୍ଷ ପୂର୍ବରୁ ଏଠାରୁ ପୁରୀ ଜଗନ୍ନାଥ ନିକଟକୁ ପ୍ରତିବର୍ଷ ପ୍ରଥମାଷ୍ଟମୀରେ ଯାଉଥିଲା ପୋଢ଼ୁଆଁ ଭାର। ମାତ୍ର କୌଣସି କାରଣରୁ ଦୀର୍ଘ ବର୍ଷଧରି ବନ୍ଦ ହୋଇଯାଇଥିଲା ଏହି ପ୍ରଥା। ମାତ୍ର ଗତବର୍ଷ ପ୍ରଥମାଷ୍ଟମୀ ଠାରୁ ଆରମ୍ଭ ହୋଇଛି ବଡ଼ଠାକୁରଙ୍କ ପୋଢ଼ୁଆଁ କରିବା ବ୍ୟବସ୍ଥା । ଆସନ୍ତାକାଲି ପ୍ରଥମାଷ୍ଟମୀ ହୋଇଥିବାରୁ ରୀତିନୀତି ଅନୁଯାୟୀ ମାଧବ ମନ୍ଦୀରରୁ ପୁରୀ ଶ୍ରୀ ମନ୍ଦିରକୁ ବାହାରିଚି ପୋଢ଼ୁଆଁ ଭାର। ଆୟଜୋକ ଓ ଶ୍ରଦ୍ଧାଳୁମାନଙ୍କ ମନରେ ଦେଖାଦେଇଛି ଅଭୂତପୂର୍ବ ଉତ୍ସାହ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ