Masthead

ଅଷ୍ଟମ ଶ୍ରେଣୀ ଛାତ୍ର ପିଠିରେ ବସ୍ତାନି ନୁହେଁ ବନ୍ଧୁକ

ବାହାନଗା (ବଡ଼ ଖବର ବ୍ୟୁରୋ): ବସ୍ତାନିରେ ବହି ଖାତା ପରିବର୍ତ୍ତେ ସ୍କୁଲକୁ ନେଇ ପହଞ୍ଚିଲେ ବନ୍ଧୁକ । ବନ୍ଧୁକରୁ ଗୁଳି ବାହାରିବା ପୂର୍ବରୁ ପୋଲିସ ହାତରେ ଧରା ପଡିଗଲେ ଛାତ୍ର । ବାଲେଶ୍ୱର ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗରେ ଥିବା ଦାସମହାପାତ୍ର ବାଞ୍ଛାନିଧି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ହେଲା ଲୋକାରଣ୍ୟ । ଛାତ୍ରଙ୍କ ନିକଟରୁ ବନ୍ଧୁକ ଉଦ୍ଧାର । ଛାତ୍ର ଜଣକ ଦିନ ତମାମ ସ୍କୁଲ କ୍ଲାସ ରୁମରେ ବନ୍ଧୁକ ରଖି କରିଥିଲା ଖେଳ । ସ୍କୁଲ ଛୁଟି ବେଳକୁ ଅନ୍ୟ ଛାତ୍ର ଛାତ୍ରୀ ବନ୍ଧୁକ ଦେଖି ହୋଇଥିଲେ ଭୟଭୀତ ।

ସ୍କୁଲପ୍ରଧାନ ଶିକ୍ଷକ କମିଟିଙ୍କୁ ଡାକି ପୋଲିସକୁ ଖବର ଦେଇଥିଲେ । ସ୍କୁଲରେ ପୋଲିସ ପହଞ୍ଚି ବନ୍ଧୁକ ସହ ଛାତ୍ରୀଙ୍କୁ ଧରି ଥାନା ନେବା ସମୟରେ ଗାଁ ଭିତରେ ପୋଲିସ ହଟହଟା ହୋଇଥିଲେ । ଗାଁ ଲୋକଙ୍କ ପ୍ରବଳ ଉତ୍ତେଜନା ଦେଖି ଛାତ୍ରଙ୍କୁ ଥାନାକୁ ନନେଇ ପାରି କେବଳ ବନ୍ଧୁକ ଧରି ଫେରିଥିଲା ବାଲେଶ୍ବର ଖନ୍ତା ପଡ଼ା ପୋଲିସ । ତେବେ ଛାତ୍ର ଜଣକ କେବେ ଠାରୁ ବନ୍ଧୁକ ଧରିବା ଆରମ୍ଭ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିାଁ ପୋଲିସ କିଛିବି ସ୍ପଷ୍ଟ କରିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଏଥର UPI କଲେ କଟିବ ଟଙ୍କା! 🔴 ‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’ 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ 🔴 ୨୨ ବର୍ଷ ବିନା ଦୋଷରେ ଜେଲ 🔴 ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ,ଓଡିଶାକୁ ଆସିବ ବଡ ପୁଞ୍ଜି 🔴 ‘ଇରାନ ପରମାଣୁ ଅସ୍ତ୍ର ରଖିପାରିବନି’ 🔴 ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ସୌମ୍ୟ ହତ୍ୟା ମାମଲା,୧୧ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଂଚ 🔴 ‘ଦେଶାତ୍ମକ ବୋଧ ସଙ୍ଗୀତକୁ ବି ଛାଡିଲେନି ଗୁରୁଚଣ୍ଡାଳ’ ପୁଣି ପାଠ୍ୟପୁସ୍ତକରେ ତ୍ରୁଟି 🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଏଥର UPI କଲେ କଟିବ ଟଙ୍କା! 🔴 ‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’ 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ 🔴 ୨୨ ବର୍ଷ ବିନା ଦୋଷରେ ଜେଲ 🔴 ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ,ଓଡିଶାକୁ ଆସିବ ବଡ ପୁଞ୍ଜି 🔴 ‘ଇରାନ ପରମାଣୁ ଅସ୍ତ୍ର ରଖିପାରିବନି’ 🔴 ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ସୌମ୍ୟ ହତ୍ୟା ମାମଲା,୧୧ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଂଚ 🔴 ‘ଦେଶାତ୍ମକ ବୋଧ ସଙ୍ଗୀତକୁ ବି ଛାଡିଲେନି ଗୁରୁଚଣ୍ଡାଳ’ ପୁଣି ପାଠ୍ୟପୁସ୍ତକରେ ତ୍ରୁଟି