ବିଜେଡିରୁ ବିଜୟ ପରେ ଶଙ୍ଖକୁ ପସନ୍ଦ କରୁନାହାନ୍ତି କି ନୂଆ ବିଧାୟିକା

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିରୁ ବିଜୟ ପରେ ଶଙ୍ଖକୁ ପସନ୍ଦ କରୁନାହାନ୍ତି କି ନୂଆ ବିଧାୟିକା । ନିର୍ବାଚନ ଫଳାଫଳର ୧୫ ଦିନ ନପୁରୁଣୁ ବସ୍ତା ବିଧାୟିକା ସୁଵାସିନୀ ଜେନା ଶଙ୍ଖ ଚିହ୍ନ ପ୍ରତି ଏତେ ବିତୃଷ୍ଣା ହେଲେ କେମିତି । ବସ୍ତା ନିର୍ବାଚନମଣ୍ଡଳି ବାଲିଆପାଳ ଲଙ୍ଗଳେଶ୍ଵର ସ୍ଥିତ ନିଜ ଗାଁ ଘର ପାଚେରିରେ ନିର୍ବାଚନ ବେଳେ ଅଙ୍କା ଯାଇଥିବା ଶଙ୍ଖ ଚିହ୍ନକୁ ଆଉ ଦେଖିବାକୁ ଚାହୁଁ ନାହାଁନ୍ତି ।

ପ୍ରଥମ ଥର କରି କାଲି ସୁବାସିନୀ ଜେନା ବିଧାୟିକା ଭାବେ ଶପଥ ନେଇଥିବା ବେଳେ ଏପଟେ ଚାଲିଛି ବିଜେଡି ଶଙ୍ଖ ଉପରେ ଚୂନ ଲିପା । ଯେଉଁଠି ଦିନେ ବିଜେଡି ଶଙ୍ଖ ପାଇଁ ବସ୍ତା ଆସନରେ ବିଜୟ ହେଲେ ସେହି ଚିହ୍ନକୁ ସୁବାସିନୀ ନିଜ ଘର କାନ୍ଥରୁ ହଟେଇବା ଦୃଶ୍ୟ ସମସ୍ତଙ୍କୁ କରୁଛି ଆଶ୍ଚର୍ଯ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ