Masthead

ଗୋଠ ଛଡ଼ା ହାତୀର ଉତ୍ପାତ, ନା ଘରେ ରହିବାକୁ ଦଉଛନ୍ତି ନା ରାତିରେ ଶୁଆଇ ଦଉଛନ୍ତିି

ବଣାଇ (ବଡ଼ ଖବର ବ୍ୟୁରୋ): ବଣାଇ ରେଞ୍ଜରରେ ଏକ ଗୋଠ ଛଡା ଦନ୍ତା ଦୀର୍ଘ ଦିନ ହେଲା ବଣାଇ, ତଳିତା, ଧରିଣୀଧର ପାଲି, କେନାଭେଟା ଅଂଚଳରେ ଉତ୍ପାତ ଚଳାଇଛି । ଗତକାଲି ରାତିରେ ଗୋବିନ୍ଦ ପୁର ନିକଟ ମଗରମୁଣ୍ଡା ଅଂଚଳରେ ଘରେ ଶୋଇ ଥିବାବେଳେ ହାତୀ ଆସି ଘର ଭାଙ୍ଗିବାରୁ ଘର ଲୋକ ଯିଏ ଯୁଆଡେ ପିଲା ଛୁଆ ଧରି ପଳାଇଥିଲେ । ଫଳରେ ହାତୀ ଘର ଭାଙ୍ଗି ଚାଉଳ ଆସବାସପତ୍ର ସବୁ ନଷ୍ଟ କରିଦେଇଛି ।

ରାତି ସାରା ଅନିଦ୍ରା ହୋଇଛନ୍ତି ଗାଁ ଲୋକ । ବନ ବିଭାଗ ହାତୀକୁ ଘଉଡ଼ାଇ ଥିଲେ ମଧ୍ୟ ହାତୀଟି ରାତିରେ କ୍ଷତି କରି ପୁଣି ଧରିଣୀଧର ପାଲି ଜଙ୍ଗଲକୁ ପଳାଇ ଯାଇଛି । ହାତୀ ଯୋଗୁ ଚାଷୀ ଠାରୁ ସମେସ୍ତେ ନାକେଦମ ହେଲେଣି । ଉକ୍ତ ବିଟ ଅଂଚଳରେ ଥିବା ଫରେଷ୍ଟର, ଫରେଷ୍ଟ ଗାର୍ଡ ହାତୀ ଘଉଡ଼ାଇବାକୁ ଆସୁନଥିବା ଫୋନ କଲେ ଉଠାଉ ନାହାନ୍ତି, ହାତୀକୁ ଦୂର ଜାଗାକୁ ନେବା ସମ୍ପୂର୍ଣ୍ଣ ବିଫଳ ହେଉଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ