Masthead

ପୁଣି ଝୁଲିଲା ବନକଲାଗି ନିଷ୍ପତ୍ତି

ପୁରୀ  (ବଡ଼ ଖବର ବ୍ୟୁରୋ):  ପୁଣି ଝୁଲିଲା ବନକଲାଗି ନିଷ୍ପତ୍ତି । ଆଜି ବସିବାକୁ ଥିବା ପରିଚାଳନା କମିଟି ବୈଠକ ଘୁଞ୍ଚିଲା । ବୁୁଧବାର ବନକଲାଗି ହେବ କି ନାହିଁ ବଢିଲା ଦ୍ୱନ୍ଦ୍ୱ । ପରିଚାଳନା କମିଟିରେ ନିଷ୍କର୍ସ ବାହାରିବାର ଆଶା ଥିଲା । କିନ୍ତୁ ପୁଣି ନିରାଶ ହେବାକୁ ପଡ଼ିଛି । ପୂର୍ବରୁ ୨୭ ତାରିଖରେ ହେବାକୁ ଥିବା ବୈଠକ ବି ଘୁଞ୍ଚିଥିଲା ।

ବନକଲାଗି ନୀତିକୁ ନେଇ ସେବାୟତ ଓ ପ୍ରଶାସନ ମଧ୍ୟରେ ଚାଲିଛି ବିବାଦ । ସ୍ନାନପୂର୍ଣ୍ଣିିମା ପୂର୍ବରୁ ଶେଷଥର ହୋଇଥିଲା ଶ୍ରୀଜିଉଙ୍କ ବନକଲାଗି । ନୀଳାଦ୍ରିବିଜେ ପରେ ବନକଲାଗି ହେବାର ଥିଲା । କିନ୍ତୁ ଗୁରୁବାର-ବୁଧବାର ଭିତରେ ଅଟକିଛି ନିଷ୍ପତ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ