Masthead

କୋଲୱାସେରି ମାଲିକାନାକୁ ନେଇ ଗୋଷ୍ଠୀ ସଂଘର୍ଷ

ଭଞ୍ଜନଗର (ବଡ଼ ଖବର ବ୍ୟୁରୋ): ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଗର୍ଜନବାହାଲରେ ନିର୍ମାଣାଧୀନ କୋଲ୍ ୱାସେରିରେ ଗୁଳିକାଣ୍ଡ । ପାର୍ଟନରସିପକୁ ନେଇ ବଚସା ପରେ ଗୁଳିକାଣ୍ଡ ।୨୦୦ ରୁ ଉର୍ଦ୍ଧ ଫାଙ୍କା ଗୁଳି ଚାଳନା ହୋଇଥିବା ଜଣାପଡିଛି। ଛତିଶଗଡ ରାୟଗଡ଼ ଅଞ୍ଚଳର କୋଇଲା ବ୍ୟବସାୟୀ ମଧ୍ୟରେ ଝଗଡ଼ା ଘନୀଭୂତ ହୋଇ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ଗତ ରାତିରେ ଘଟିଥିବା ଗୁଳିକାଣ୍ଡରେ ସୁନ୍ଦରଗଡ଼ର ଜଣେ ଯୁବକ ଆହତ ହୋଇଛି ।

ଆହତ ଯୁବକଙ୍କୁ ରାୟଗଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ପୁଲିସ ଛାନଭିନ କରୁଛି। ସୁନ୍ଦରଗଡ଼ ପୋଲିସର ଏକ ଟିମ୍ ରାୟଗଡ଼କୁ ଯାଇ ତଦନ୍ତ କରୁଛି। ବ୍ୟବସାୟିକ ଶତ୍ରୁତା ଓ ଏହା ପରେ ଗୁଳିକାଣ୍ଡ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗର୍ଜନବାହାଲରେ ଏକ ନିର୍ମାଣାଧୀନ କୋଲ୍ ୱାସେରି ରେ ଘଟିଛି ଗୁଳିକାଣ୍ଡ। ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଦୁଇ ଜଣ ଆହତ ଭର୍ତ୍ତି ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି