Masthead

କଲବଲ କରୁଛି ତାତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଅସହ୍ୟ ଗୁଳୁଗୁଳି । ଝାଞ୍ଜି ପବନରେ କଲବଲ ହେଉଛି ଓଡ଼ିଶା । ଖରାରେ ଭାଜି ହେଉଛି ରାଜଧାନୀ । ଦିନ ସାଢେ ୧୧ ରେ ୪୧.୬ ଡିଗ୍ରୀ ଛୁଇଁଲା ରାଜଧାନୀ । ସମ୍ବଲପୁର ୪୨ ଡିଗ୍ରୀ, ଝାରସୁଗୁଡା ୪୧.୮ ଡିଗ୍ରୀ, ହୀରାକୁଦ ୪୧.୨ଡିଗ୍ରୀ, କେନ୍ଦୁଝର ୩୮.୪ ଡିଗ୍ରୀ, ବାଲେଶ୍ୱର ୩୭ ଡିଗ୍ରୀ, ଚାନ୍ଦବାଲି ୩୭ ଡିଗ୍ରୀ, ପୁରୀ ୩୬.୨ ଡିଗ୍ରୀ, ପାରାଦୀପ ୩୪.୪ ଡିଗ୍ରୀ, ଗୋପାଳପୁର ୩୪ଡିଗ୍ରୀ । ଆହୁରି ଦୁଇ ଦିନ ରହିବ ପ୍ରଚଣ୍ଡ ଖରା । ପ୍ରଚଣ୍ଡ ଖରାରେ ଧନ ଜୀବନ ଅସ୍ତବ୍ୟସ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର