Masthead

ନୀତୀଶ କୁମାରଙ୍କ ସୁରକ୍ଷାରେ ବଡ଼ ତ୍ରୁଟି, ବାଇକ ଧକ୍କାରୁ ରକ୍ଷା ପାଇଲେ ମୁଖ୍ୟମନ୍ତ୍ରୀ

ପାଟନା  (ବଡ଼ ଖବର ବ୍ୟୁରୋ):   ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସୁରକ୍ଷାରେ ବଡ଼ ତ୍ରୁଟି । ସକାଳୁ ନୀତୀଶ ନିଜ ବାସଭବନରୁ ବାହାରି ମର୍ଣ୍ଣିଂ ୱାର୍କରେ ବାହାରିଥିବାବେଳ କେତେକ ବାଇକ ଆରୋହୀ ସୁରକ୍ଷାବଳୟ ଟପି ତାଙ୍କ ପାଖକୁ ଚାଲି ଆସିଥିଲେ । ଏହାକୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବ୍ୟାପକ ତ୍ରୁଟି ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସକାଳ ବୁଲା ପାଇଁ ସର୍କ୍ୟୁଲାର୍ ରୋଡ୍ ସ୍ଥିତ ସର୍କ୍ୟୁଲାର୍ ହାଉସିଙ୍ଗ୍କୁ ବାହାରିଥିଲେ।

ଏହି ସମୟରେ ‘ଲହରିୟା କଟ୍ ଷ୍ଟାଇଲ୍’ରେ ବାଇକ୍ ଚଳାଉଥିବା ବାଇକ୍ ଆରୋହୀ ଭୁଲରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ରାସ୍ତାକୁ ଚାଲିଆସିଥିଲେ। ଏମିତିକି ସୁରକ୍ଷା ବଳୟ ଭାଙ୍ଗି ସିଧା ସର୍କ୍ୟୁଲାର୍ ରୋଡକୁ ଚାଲିଆସିଥିଲେ। ବାଇକ୍ ଧକ୍କା ଏଡ଼ାଇବା ପାଇଁ ନୀତୀଶ କୁମାର ଫୁଟଫାଥ୍ ଉପରକୁ ଡେଇଁ ପଡ଼ିଥିଲେ। ଏହି ଘଟଣା ପରେ, ମୁଖ୍ୟମନ୍ତ୍ରୀ ‘ଏସ୍ଏସ୍ଜି’ କମାଣ୍ଡାଣ୍ଟ୍ ଓ ପାଟନା ‘ଏସଏସପି’ଙ୍କୁ ତାଙ୍କ ବାସଭବନକୁ ଡକାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ