Masthead

ବିଗ୍ ବସ୍ ନୂଆ ସିଜିନ୍ ପାଇଁ ସଲମାନ ନେବେ ୩୫୦ କୋଟି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡ ଭାଇଜାନ ସଲମାନ ଖାନ୍ ସବୁବେଳେ କିଛି ନା କିଛି ରିଜିନ୍ ପାଇଁ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ମୁଭି ହେଉ କି ସୋ’ ସବୁକିଛି କାଫି ପପୁଲାରିଟି ପାଇଥାଏ ଇଣ୍ଡଷ୍ଟ୍ରିରେ । ନିକଟରେ ତାଙ୍କ ସୋ’ ବିଗ୍ ବସ୍ ପୁଣି ଥରେ ପ୍ରିପେୟାର ହେଉଛି ଟିଭିରେ ଟେଲିକାଷ୍ଟ ପାଇଁ । ବିଗ୍ ବସ୍ ଓଟିଟି ପରେ ଏବେ ପୁଣି ଥରେ ବିଗ୍ ବସର ନୂଆ ସିଜିନ୍ ଆସିବାକୁ ଯାଉଛି । ତେବେ ପୂର୍ବଭଳି ଏହି ସୋ’କୁ ମଧ୍ୟ ସଲମାନ ଖାନ୍ ହୋଷ୍ଟ କରିବେ କିନ୍ତୁ ସବୁଠାରୁ ଖାସ୍ କଥା ହେଉଛି ସୋ’ କୁ ହୋଷ୍ଟ କରିବା ପାଇଁ ସଲମାନ ୩୫୦ କୋଟି ଟଙ୍କା ପେମେଣ୍ଟ ନେବେ ବୋଲି ଏବେ ଚର୍ଚ୍ଚା ହେଉଛି ।

ବିଗ୍ ବସର ୧୪ସପ୍ତାହ ସୁଟିଂ ପାଇଁ ସେ ଏଭଳି ଏକ ବଡ ଆମାଉଣ୍ଟର ପେମେଣ୍ଟ ନେବେ, ଯାହାକି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ପାଲଟିଛି । କହିବାକୁ ଗଲେ ସଲମାନ ହେଉଛନ୍ତି ବି ଟାଉନର ଜଣେ ହାଇଏଷ୍ଟ ପେଡ୍ ଆକ୍ଟର । ବିଗ୍ ବସ୍ ସୋ ବି ଟାଉନର ସବୁଠାରୁ ବଡ ଓ ପପୁଲାର ସୋ ହୋଇଥିବା ବେଳେ ଏହାର ପ୍ରତିଟି ସିଜିନ ହୋଷ୍ଟ କରିଥାନ୍ତି ସଲମାନ । ତେବେ ଏହି ନୁଆ ସିଜିନ୍ ରେ ପୁଣି କଣ ନୂଆ ଦେଖିବାକୁ ମିଳୁଛି ତାହା ହେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ