Masthead

ରିଲିଜ ହେବ ୱେବ ସିରିଜ ‘କଲ ମି ବେ’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରିଲିଜ ହେବ ଅଭିନେତା ବିର ଦାସ ଧର୍ମାଙ୍କ ଆଗାମୀ ସିରିଜ ‘କଲ ମି ବେ’ । ୱେବ ସିରିଜ ‘କଲ ମି ବେ’ରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସହ ଦମଦାର ଭୁମିକାରେ ନଜର ଅସିବେ ବିର । ସିରିଜଟି ଆମାଜନ ପ୍ରାଇମ ଭିଡିଓରେ ଷ୍ଟିମ ହେବ । ସିରିଜର କାହାଣୀଟି ମହିଳାମାନଙ୍କ ପାଇଁ ଏକ ମହତ୍ୱପୁର୍ଣ୍ଣ କାହାଣୀ ହେବ ବୋଲି କୁହା ଯାଉଛି । ରିପୋର୍ଟ ଅନୁସାରେ ୱେବ ସିରିଜ ‘କଲ ମି ବେ’ର ସୁଟିଂ ଶେଷ ହୋଇସାରିଛି ଏବଂ ବହୁ ଶୀଘ୍ର ଏହା ରିଲିଜ ଡେଟ ମଧ୍ୟ ଘୋଷଣା କରାଯିବ । ନିକଟରେ ଅନନ୍ୟା, ଫିଲ୍ମ ‘ଲାଇଗର’ରେ ନଜର ଆସିଥିଲେ । ‘ଲାଇଗର’ରେ ତାଙ୍କ ସହ ସାଉଥ ଷ୍ଟାର ବିଜୟ ନଜର ଆସିଥିଲେ । ବର୍ତ୍ତମାନ ସେ ତାଙ୍କ ଆଗାମୀ ଫିଲ୍ମ ‘ଡ୍ରିମ ଗର୍ଲ-୨’କୁ ନେଇ ଉତ୍ସାହିତ ଅଛନ୍ତି । ଯାହା ଅଗଷ୍ଟ ୨୫ରେ ରିଲିଜ ହେବାକୁ ଯାଉଛି। ଫିଲ୍ମଟି ଖୁବ ଦମଦାର କଲେକ୍ସନ କରିବ ବୋଲି କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ