Masthead

‘ରତ୍ନଭଣ୍ଡାର ସରକାରୀ ସମ୍ପତ୍ତି ନୁହେଁ, ମହାପ୍ରଭୁଙ୍କ ସମ୍ପତ୍ତି ‘

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ । ରତ୍ନ ଭଣ୍ଡାର ନ ଖୋଲିବା ନେଇ ସନ୍ଦେହ ବଢୁଥିବା କହିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ରତ୍ନ ଭଣ୍ଡାର ଚାବି ହଜିବା, ରତ୍ନଭଣ୍ଡାର ସୁରକ୍ଷିତ ନଥିବା ନେଇ ଏଏସଆଇଙ୍କ ଚିଠି, ଗର୍ଭଗୃହରୁ ପାଣି ଗଳିବା ଏବଂ ମରାମତି ପାଇଁ କହିବା ପରେ ବି ସରକାର ନିରବ ରହିବା ସରକାରଙ୍କୁ କାଠ ଗଡାକୁ ଟାଣୁଛି ବୋଲି କହିଛନ୍ତି । ଗତବର୍ଷ ଭକ୍ତମାନେ ତିନି କୋଟି ଟଙ୍କାର ଅଳଙ୍କାର ଦାନ କରିଛନ୍ତି, ସେ ଅଳଙ୍କାର କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ବିଜୟ ମହାପାତ୍ର ।

ସେ ସବୁ ଅଳଙ୍କାର ଏଵେ କୋଉଠି ଅଛି ଏବଂ କେଉଁ କାର୍ଯ୍ୟରେ ଲାଗୁଛି ତାହା ମଧ୍ୟ ଜାଣିବାର ଆବଶ୍ୟକ ଅଛି ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସରକାର ରତ୍ନଭଣ୍ଡାର ନ ଖୋଲିବା ନେଇ ସନେ୍ଦହ ବଢୁଛି । ଆଇନମନ୍ତ୍ରୀ ରତ୍ନଭଣ୍ଡାର ଚାବି ହଜିଛି ନା ନାହିଁ ଜାଣି ନାହାନ୍ତି । ରାଜ୍ୟବାସୀ ଜାଣିଛନ୍ତି ଚାବି ହଜିଥିଲା, ପରେ ନକଲି ଚାବି ମିଳିଛି । ସରକାର କମିଶନ ଗଠନ କରିଛନ୍ତି, ମନ୍ତ୍ରୀ ଏଭଳି କେମିତି କହିଲେ । ରତ୍ନଭଣ୍ଡାର ସରକାରୀ ସମ୍ପତ୍ତି ନୁହେଁ, ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପତ୍ତି । ସେ କେଉଁ କାମରେ ଲାଗୁଛି ତାହା ଜାଣିବା ଲୋକଙ୍କ ଅଧିକାର । ତାରିଖ ଘୋଷଣା ନେଇ ସରକାରଙ୍କୁ ପରାମର୍ଶ ଦେଲେ ବିଜୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ