Masthead

ବେଗୁନିଆରେ ବାର୍ଡଫ୍ଲୁ ଗୁଜବ

ବେଗୁନିଆ(ବଡ଼ ଖବର ବ୍ୟୁରୋ): ବେଗୁନିଆ ବ୍ଲକ ଗୋବିନ୍ଦପୁର ଗାଁର କୁକୁଡା ଫାର୍ମରେ ଶହ ଶହ କୁକୁଡାଙ୍କର ମୃତ୍ୟୁ ହୋଇଛି । ବାର୍ଡଫ୍ଲୁ ପାଇଁ ମୁତ୍ୟୁ ହୋଇଥିବା ଗୁଜବ ସୃଷ୍ଟି ହୋଇଛି । ଏନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ବାର୍ଡଫ୍ଲୁ ଗୁଜବ ଶୁଣି ଲୋକେ କୁକୁଡା ମାସଂ ଖାଇବା ବନ୍ଦ କରିଦେଇଛନ୍ତି । କୁକୁଡା ବ୍ୟବସାୟ ଏବେ ଠପ ହୋଇଛି । ଚିନ୍ତାରେ କୁକୁଡା ବ୍ୟବସାୟୀ । କିନ୍ତୁ ଏନେଇ କୁକୁଡା ଫାର୍ମ ମାଲିକ ମନ୍ତବ୍ୟ ରଖିଛନ୍ତି । ଖାଦ୍ୟ ଅଭାବରୁ କୁକୁଡାଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି । ବେଗୁନିଆ ବ୍ଲକ ଅତିରିକ୍ତ ପ୍ରାଣୀ ଚିକିତ୍ସକଙ୍କ କହିବା ଅନ୍ୟୁାୟୀ ମରିଥିବା କୁକୁଡାଙ୍କ ସାମ୍ପୁଲ ଟେଷ୍ଟ ପାଇଁ ଲ୍ୟାବ ପଠାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ