Masthead

ବିରୁଷ୍କାଙ୍କ ଝିଅକୁ ଦୁଷ୍କର୍ମ ଧମକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ ଅଭିନତ୍ରୀ ଅନୁଷ୍କାଙ୍କ ୯ ମାସର  ଝିଅକୁ ଦୁଷ୍କର୍ମ ଧମକ।ଟି -୨୦ ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଦୁଇ ଦୁଇଟି ମ୍ୟାଚରେ ଫ୍ୟାନଙ୍କୁ ନିରାଶ କରିବା ପରେ ଟିମ୍ ଇଣ୍ଡିଆ ଏବେ ଟ୍ରେଲ୍ ହେଉଛି। ଏତିକି ବେଳେ ଫ୍ୟାନଙ୍କ ଟାର୍ଗେଟରେ କ୍ୟାପଟେନ କୋହଲି। ଟୁଇଟ୍ ମାଧ୍ୟମରେ କୋହଲିଙ୍କ ୯ ମାସର ଝିଅକୁ ଦୁଷ୍କର୍ମର ଧମକ ଆସିଛି। ଦିଲ୍ଲୀ ମହିଳା ଆୟୋଗର ମୁଖ୍ୟ ସ୍ୱାତୀ ମାଲିୱାଲ ଏନେଇ ସୂଚନା ଦେଇଛନ୍ତି।

ମାଲିୱାଲ ଦିଲ୍ଲୀ ପୋଲିସର ସାଇବର କ୍ରାଇମ ବ୍ରାଞ୍ଚକୁ ଏକ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମାଲିୱାଲଙ୍କ ଚିଠିରେ ଲେଖାଅଛି, ପାକିସ୍ତାନ ବିପକ୍ଷ ମ୍ୟାଚରେ ହାରିବା ପରେ ବିରାଟଙ୍କ ୯ ମାସର ଝିଅକୁ ଅନଲାଇନ୍ ଦୁଷ୍କର୍ମ ଧମକ ଦିଆଯାଇଛି। ତେବେ ଏନେଇ ନଭେମ୍ବର ୮ ସୁଦ୍ଧା କମିଶନ ଏ ସମ୍ପର୍କରେ ଦିଲ୍ଲୀ ପୋଲିସକୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ