Masthead

ବାସୁଦେବପୁରରେ ବିଜେଡିର ଶକ୍ତି ପ୍ରଦର୍ଶନ

ବାସୁଦେବପୁର (ବଡ଼ ଖବର ବ୍ୟୁରୋ): ବାସୁଦେବପୁର ନିର୍ବାଚନ ମଣ୍ଡଳୀର ଦେଖାଦେଲାଣି ରାଜନୈତିକ ଉଷ୍ମତା । ବିଜେଡି ପକ୍ଷରୁ ବିଶାଲ ରାଲି ହୋଇଥିଲା । ୨୧ ନମ୍ବର ଜିଲ୍ଲା ପରିଷଦ ଜୋନ ବାଲିମେଦ ପଞ୍ଚାୟତର ଗ୍ରାମ ଦେବତୀ ମାଆ ଭେଡାନାୟକାଣୀଡିହି ମନ୍ଦିରରେ ବିଧାୟକ ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ ପୂଜା ଅର୍ଚ୍ଚନା କରି ଏକ ବିରାଟ ମୋଟରସାଇକେଲ ଶୋଭାଯାତ୍ରାରେ ବାହାରିଥିଲେ ।

ବାଲିମେଦ ଛକରେ ବାଇକ ରାଲିରେ ଯୋଗ ଦେଇଥିଲେ ଭଦ୍ରକ ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ । ଶୋଭାଯାତ୍ରାର ଯୁବ ନେତା ଅସିତ କୁମାର ଦାଶ, ଭାଗିରଥି ବଳ, ପ୍ରଫୁଲ୍ଲ କୁମାର ପଳିତା,କୃଷ୍ଣ ଚନ୍ଦ୍ର ଘଡେଇ ପ୍ରମୁଖ ଯୋଗଦେଇଥିଲେ । ଏହି ବାଇକ ଶୋଭାଯାତ୍ରା ନାୟକାଣୀଡିହି, ଗୋବିନ୍ଦପୁର, ରାଜଘରପୋଖରୀ, ବାଲିମେଦ, ଆନ୍ଦୋଳା,କରଞ୍ଜଆଡିଆ ଓ ବିରସ ପଞ୍ଚାୟତର ହଜାର ହଜାର ଯୁବକ ବାଇକ ଶୋଭାଯାତ୍ରାର ଯୋଗ ଦେଇ ବିଜେଡିର ଶକ୍ତି ପ୍ରଦର୍ଶନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ