Masthead

ବିଜେଡି ଦେଲା ଗ୍ରୀନ ସିଗନାଲ, ଅନୁଭବ କିଣିଲେ ନାମାଙ୍କନ ପତ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଖଣ୍ଡପଡ଼ାରୁ ବିଜେଡି ଟିକେଟର ଲଢିବା ନେଇ ସଂକେତ ଦେଲେ ପୂର୍ବତନ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ । ଖୁବଶୀଘ୍ର ତାଙ୍କ ନାମ ଘୋଷଣା ହୋଇପାରେ ବୋଲି ସୂଚନା। ଅନ୍ୟପଟେ ଚର୍ଚ୍ଚା ହେଉଛି ସ୍ୱାଧୀନ ଲଢ଼ିବେ କି ଅନୁଭବ । ଦଳୀୟ ଟିକେଟ ମିଳିନାହିଁ କିନ୍ତୁ ନାମାଙ୍କନ ଫର୍ମ କିଣି ସାରିଲେଣି ଅନୁଭବ। ଖଣ୍ଡପଡା ଟିକେଟ ଘୋଷଣା ନ ହେଉଣୁ ନାମାଙ୍କନ ପତ୍ର ସୋସିଆଲ ମିଡିଆରେ ଛାଡି କେଉଁ ସଙ୍କେତ ଦେଉଛନ୍ତି ଅନୁଭବ ପଟ୍ଟନାୟକ ? କୁହାଯାଉଛି ଟିକେଟ ମିଳୁ କି ନ ମିଳୁ ନିର୍ବାଚନ ଲଢ଼ିବେ ଅନୁଭବ ପଟ୍ଟନାୟକ ।

ଖଣ୍ଡପଡ଼ାର ବିଧାୟକ ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡି ତରଫରୁ କାଉଣ୍ଟର କରିଆସୁଥିଲେ ଅନୁଭବ । କୁହାଯାଉଛି ସେଥିପାଇଁ ବିଜେଡି କୋଟରୀର ପ୍ରଥମ ପସନ୍ଦ ଅନୁଭବ । ସୌମ୍ୟଙ୍କୁ ବୁଝାସୁଝା ହେଉଥିବା ଚର୍ଚ୍ଚା ଭିତରେ ସେ କିନ୍ତୁ ଗତକାଲି କେନ୍ଦୁଝରରେ ରଖିଥିବା ପ୍ରତିକ୍ରିୟାରୁ ସ୍ପଷ୍ଟ ବାରି ହେଉଛି ସେ ଆଉ ବିଜେଡିକୁ ନ ଫେରି ପାରନ୍ତି । ଯାହାଦ୍ୱାରା ସୁଗମ ପଥ ହୋଇଛି ଅନୁଭବଙ୍କ ପାଇଁ । ଯଦି ଅଙ୍କ ବିଗିଡେ ବିଜେଡିକୁ ଦମ ଦେଖାଇପାରନ୍ତି ଅନୁଭବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି