Masthead

ଅଫିସରଙ୍କ ଉପରେ ଅସନ୍ତୁଷ୍ଟ, ଦଳ ଛାଡିଲେ ଶାସକ ନେତା

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡି ଛାଡ଼ିଲେ ଶ୍ୟାମ ପ୍ରସାଦ ବେହେରା। ବାଲେଶ୍ୱରର ବିଜେଡି ନେତା ତଥା ରାଜ୍ୟ ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଇଛନ୍ତି ଶ୍ୟାମ ପ୍ରସାଦ ବେହେରା। ରାଜ୍ୟର ଜଣେ ଆଇଏଏସ ଅଫିସର ଗଣତାନ୍ତ୍ରିକ ବ୍ୟବସ୍ଥାରେ ହସ୍ତକ୍ଷେପ କରୁଛନ୍ତି । ଯାହା ଗ୍ରହଣୀୟ ନୁହେଁ । ଗଣତନ୍ତ୍ରକୁ ହତ୍ୟା କରୁଥିବା ଶାସକ ଦଳ ପାଖରେ କାର୍ୟ୍ୟ କରିବା ଜଣେ ସ୍ଵାଭିମାନୀ ଓଡ଼ିଆ ପାଇଁ ଠିକ୍ ନୁହେଁ ବୋଲି କହିଛନ୍ତି ଶ୍ୟାମ ପ୍ରସାଦ ।

ସେ ଆହୁରି ମଧ୍ୟ କହିଛନ୍ତି ସ୍ୱର୍ଗତ ବିଜୁ ବାବୁ ଜଣେ ସ୍ଵାଭିମାନୀ ଓଡ଼ିଆ ଥିବାବେଳେ ଜନତାଙ୍କ ସହ ସିଧାସଂପର୍କ ରଖିବା ଉପରେ ବିଶ୍ୱାସ କରୁଥିଲେ । କିନ୍ତୁ ତାଙ୍କ ଦାୟଦ ହୋଇ କିଭଳି ୪ କୋଟି ଓଡ଼ିଆଙ୍କ ଭାଗ୍ୟ ନିଅନ୍ତା ଭାବେ ଏକ ଅଫିସରଙ୍କୁ ଆମ ଉପରେ ଲଦି ଦେଇଛନ୍ତି । ଜଣେ ଗଣତନ୍ତ୍ର ପ୍ରେମୀ ସ୍ୱାଭିମାନୀ ଓଡ଼ିଆ ଭାବେ ସେ ଏହାକୁ ଗ୍ରହଣ କରି ପାରୁନାହାନ୍ତି । ତେଣୁ ସେ ବିଜେଡି ଛାଡୁଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ