Masthead

ମେଣ୍ଟ ପାଇଁ ଯଥେଷ୍ଟ ସମୟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଏବେ ମେଣ୍ଟ ଚର୍ଚ୍ଚା ଜୋର ଧରିଛି । କେତେବେଳେ ଖବର ଆସୁଛି ମେଣ୍ଟ ହେବ ପୁଣି କେତେବେଳେ ଆସୁଛି ମେଣ୍ଟ ହେବ ନାହିଁ । ଏସବୁ ଭିତରେ ନଜର ଥିଲା ଓଡ଼ିଶାରେ ଭୋଟ କେବେ ହେବ । ନୂଆ ସମୀକରଣ ପାଇଁ ଉଭୟ ବିଜେଡି ଓ ବିଜେପିକୁ କେତେ ସମୟ ମିଳିବ । ଯେଉଁ ତାରିଖ ଘୋଷଣା ହୋଇଛି ସେଥିରେ ଓଡ଼ିଶାରେ ପ୍ରଥମ ଭୋଟ ପଡ଼ିବ ମେ’୧୩ରେ ।

ତେଣୁ କୁହାଯାଇପାରିବ ହାତରେ ପ୍ରାୟ ଦୁଇ ମାସ ସମୟ ମିଳିଛି । ଆଉ ଏ ଦୁଇ ମାସ ଛୋଟିଆ ସମୟ ନୁହେଁ । ଅନେକ ବୟାନବାଜି ସତ୍ତ୍ୱେ ଏପର୍ଯ୍ୟନ୍ତ ମେଣ୍ଟ ସମ୍ଭାବନା ଶେଷ ହୋଇନାହିଁ । ମେଣ୍ଟ ହେବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି । ମେଣ୍ଟକୁ ରାଜ୍ୟ ବିଜେପି ବିଶେଷକରି ସଭାପତି ମନମୋହନ ସାମଲ ତୀବ୍ର ବିରୋଧ କରିଛନ୍ତି । ହେଲେ ବିଜେଡି ମେଣ୍ଟ ସପକ୍ଷରେ କେନ୍ଦ୍ର ବିଜେପିକୁ ବୁଝାଇବାରେ ସକ୍ଷମ ହୋଇଥିବା ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ