Before Header

ବିଜେପି-କଂଗ୍ରେସ ୱାର ରୁମରୁ ବାର୍ତ୍ତା କ’ଣ?

0 17

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ଯେଉଁ ସମ୍ଭାବନା ଥିଲା ତାହା ସତ ହେଲା । ମୋଦି ସରକାର ବିରୋଧରେ ଅବିଶ୍ୱାସ ପ୍ରସ୍ତାବ କାଟ୍ ଖାଇଲା । ବିରୋଧୀଙ୍କ କଥା ଥିଲା ଯେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଂସଦକୁ ଆସିବା ପାଇଁ ଚାହୁଁଥିଲେ । ଏବଂ ମଣିପୁର ସମ୍ପର୍କରେ ନିଜର ବିଚାର ରଖିବା ପାଇଁ ବାଧ୍ୟ କରୁଥିଲେ । ଏହା ସୀମିତ ଲକ୍ଷ୍ୟ କି ପର୍ଯ୍ୟାପ୍ତ ଲକ୍ଷ୍ୟ ସେ ସମ୍ପର୍କରେ ଏବେ ଚର୍ଚ୍ଚା ହେଉଛି । ଅଧିକ ରିପୋର୍ଟ ଜାଣିବ ପାଇଁ ଏହି ଲିଙ୍କକୁ କ୍ଲିକ୍ କରନ୍ତୁ ।

Leave A Reply

Your email address will not be published.