Masthead

ବିଜେପି ମୃତ୍ୟୁର ଧ୍ୱନି ଶୁଣିପାରୁଛି: ମହୁଆ ମୋଇତ୍ର

କୋଲକାତା (ବଡ଼ ଖବର ବ୍ୟୁରୋ): ଭାରତୀୟ ଜନତା ପାର୍ଟି (ବିଜେପି)କୁ କଡ଼ା ଚେତାବନୀ ଦେଇଛନ୍ତି ଟିଏମସି ଏମପି ମହୁଆ ମୋଇତ୍ର । ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି, ବିଜେପି ମୃତ୍ୟୁର ଧ୍ୱନି ଶୁଣି ପାରୁଛି । ସେ ଆହୁରି ମଧ୍ୟ କହିଛନ୍ତି ସେ ଜଣେ ମିଥ୍ୟା ଗୁରୁ । ବର୍ତ୍ତମାନ ଇିଣ୍ଡିଆ କୁହାଯାଉଥିବା ବିରୋଧୀ ଦଳଙ୍କ ମଙ୍ଗଳବାର ବୈଠକ ସରିଛି । ଯାହାକୁ ନେଇ ମହୁଆ ବିଜେପିକୁ କଡ଼ା ସମାଲୋଚନା କରିବା ସହ ଚେତାବନୀ ଦେଇଛନ୍ତି ।

ସେ କହିଛନ୍ତି ବିଜେପି ଏମପିଙ୍କ ମଧ୍ୟର ୧୨ ପ୍ରତିଶତ ବଂଶବାଦ ରାଜନୀତି କରୁଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ପ୍ରଧାନମନ୍ତ୍ରୀ ବିରୋଧୀ ଦଳର ବିରୋଧରେ ବଂଶବାଦ, ପରିବାରବାଦ ଅଭିଯୋଗ ଆଣିଛନ୍ତି। ନଭେମ୍ବରରେ ଶେଷ ବିଧାନସଭା ଉପନିର୍ବାଚନରେ ଆଦାମପୁର, ହରିୟାଣା; ମୁନୁଗୋଡେ, ତେଲେଙ୍ଗାନା ଏବଂ ଗୋଲା ଗୋକର୍ଣ୍ଣନାଥରେ ଭାଜପା ପକ୍ଷରୁ ବଂଶବାଦ ଆଧାରରେ ଟିକଟ ପ୍ରଦାନ କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ