Masthead

୩ ମାସ ବଢ଼ିଲା ପାନ୍-ଆଧାର ଲିଙ୍କ ଅବଧି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବଢ଼ିଲା ପାନ୍-ଆଧାର ଲିଙ୍କ ଅବଧି । ୩ ମାସ ସମୟ ସୀମା ବୃଦ୍ଧି କରାଯାଇଛି । ମାର୍ଚ୍ଚ ୩୧ ଶେଷ ତାରିଖ ଥିବାବେଳେ ଜୁନ ୩୦କୁ ବୃଦ୍ଧି କରାଯାଇଛି । ଏବେ ଆଧାର ଲିଙ୍କ କରିବା ପାଇଁ ୫୦୦ ଟଙ୍କା ଦେବାକୁ ପଡୁଛୀ । ଯଦି ଜୁନ ୩୦ ତାରିଖ ପରେ ଆଧାର ଲିଙ୍କ କରାଇବେ ତେବେ ହଜାରେ ଟଙ୍କା ଫାଇନ ଦେବାକୁ ପଡିବ । କିଛି କ୍ଷେତ୍ରରେ ପାନ୍ କାର୍ଡ ଅକାମି ମଧ୍ୟ ହୋଇପାରେ । ଆଧାର କାର୍ଡକୁ ପାନ୍ କାର୍ଡ ସହିତ ଲିଙ୍କ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ଆୟକର ବିଭାଗର ରିପୋର୍ଟ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨ କୋଟିରୁ ଉଦ୍ଧ୍ୱର୍ ଲୋକେ ପାନ୍ କାର୍ଡ ସହିତ ଆଧାର ଲିଙ୍କ କରି ନାହାନ୍ତି।

କେମିତି କରିବେ ପାନ-ଆଧାର ଲିଙ୍କ୍

-ପ୍ରଥମେ ଇନକମ୍ ଟ୍ୟାକ୍ସର ଅଫିସିଆଲ ସାଇଟ୍ incometaxindiaefiling.gov.in କୁ ଯିବେ । ସେଠାରେ link Aadhaar ରେ କ୍ଲିକ କରିବେ।
– ଏହା ପରେ click hereରେ କ୍ଲିକ କରିବେ। ତଳେ ଦିଆଯାଇଥିବା ବକ୍ସରେ ପାନ୍, ଆଧାର ନମ୍ବର, ନିଜ ନାମ ଏବଂ ଦିଆଯାଇଥିବା କ୍ୟାପଚା ଟାଇପ କରିବେ।
– ସମସ୍ତ ବକ୍ସକୁ ସଠିକ୍ ଭାବେ ପୂରଣ କରିବା ପରେ ଲିଙ୍କ ଆଧାରରେ କ୍ଲିକ କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ