Before Header

ଟ୍ରାକ୍ଟର ଓ ପିକ୍ଅପରେ ବୁହାହେଲା ମୃତଦେହ

0 48

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବଗି ଉପରେ ବଗି ଚଢିଯାଇଥିଲା । ଚାପି ହୋଇ ରହିଯାଇଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ଏତେ ସହଜ ନଥିଲା । ଗ୍ୟାସ କଟରେ ବଗି କାଟି ମୃତାହତ ଯାତ୍ରୀଙ୍କୁ ଉଦ୍ଧାରର ଦୃଶ୍ୟ ଥିଲା ଛାତିଥରା । ଆମ୍ବୁଲାନ୍ସ ଅଭାବରୁ ଟ୍ରାକ୍ଟର ଓ ପିକ୍ଅପ୍ରେ ଶବ ଡାକ୍ତରଖାନାକୁ ବୁହାଯାଇଥିଲା । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲିକପ୍ଟର ଟ୍ରେନର ବଗିଗୁଡିକ ଉଠାଇବା ପରେ ଉଦ୍ଧାର କାର୍ଯ୍ୟ ସହଜ ହୋଇଥିଲା ।

Leave A Reply

Your email address will not be published.