Masthead

ଅମୀର ଖାନଙ୍କୁ କରୋନା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିିନକୁ ଦିନ ବୃଦ୍ଧି ପାଉଛି । ଅନେକ ବଲିଉଡ ଷ୍ଟାର ଏଥିରେ ସଂକ୍ରମିତ ହେଲେଣି । ତେବେ ଅଭିନେତା ଅମୀର ଖାନଙ୍କ ସାମ୍ପୁଲ ମଧ୍ୟ ଆଜି ପଜିଟିଭି ଆସିଛି । ଏନେଇ ଅମୀରଙ୍କ ମୁଖପାତ୍ର କହିଛନ୍ତି ଅମୀର ଖାନ କୋଭିଡ଼ ପଜିଟିଭ ସଂକ୍ରମିତ ହୋଇଛନ୍ତି । ସେ ଏବେ ଘରେ ହୋମ କ୍ୱାରେଣ୍ଟାଇନ ଅଛନ୍ତି ଏବଂ ସେ ସମସ୍ତ କୋଭିଡ ପ୍ରୋଟକଲ ଅନୁସରଣ କରୁଛନ୍ତି । ବିଗତ କିଛିଦିିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସତର୍କତା ସହିତ ନିଜର ପରୀକ୍ଷା କରିନିଅନ୍ତୁ ।

ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ସତୀଶ କୌସିକ ମଧ୍ୟ ସଂକ୍ରମିତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହା ପୂର୍ବରୁ ବଲିଉଡ ଷ୍ଟାର ମନୋଜ ବାଜପେୟୀ, ସିଦ୍ଧାନ୍ତ ଚତୁର୍ବେଦୀ,ରଣବୀର କପୁର, ବରୁଣ ଧାୱନ,ଅନୁପମ ଖେର,ଅମିତାଭ ବଚ୍ଚନ,ଅଭିଶେକ ବଚ୍ଚନ,ଐଶର୍ଯ୍ୟା ରାୟ ଆଦି ସଂକ୍ରମିତ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ